Base Word
חַד
Short Definitionas card. one; as article single; as an ordinal, first; adverbially, at once
Long Definitionone (number)
Derivationcorresponding to H2297
International Phonetic Alphabetħɑd̪
IPA modχɑd
Syllableḥad
Dictionhahd
Diction Modhahd
Usagea, first, one, together
Part of speecha

Ezra 4:8
ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ୟିରୁଶାଲମ ବିରୁଦ୍ଧ ରେ ଏହି ପ୍ରକାର ପତ୍ର ଲେଖିଲେ।

Ezra 5:13
ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷ ରେ ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ।

Ezra 6:2
ଏବଂ ମାଦୀଯ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗ ରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥି ରେ ଲଖାେ ୟାଇଥିଲା।

Ezra 6:3
କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।

Daniel 2:9
ମାତ୍ର ତୁମ୍ଭମାନେେ ଯଦି ମାେତେ ସହେି ସ୍ବପ୍ନ ବିଷଯ ରେ ନ ଜଣାଅ ତବେେ ତୁମ୍ଭମାନେେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡାଇବା ପାଇଁ ତୁମ୍ଭମାନେେ ମାେ ସମ୍ମୁଖ ରେ ମିଥ୍ଯା ଓ ପ୍ରବଞ୍ଚନା ବାକ୍ଯ କହିବା ପାଇଁ ପ୍ରସ୍ତୁତ ହାଇେଅଛ। ଏଣୁ ତୁମ୍ଭମାନେେ ସ୍ବପ୍ନଟି ମାେତେ କୁହ, ତାହା ହେଲେ ତୁମ୍ଭମାନେେ ଯେ ତହିଁର ଅର୍ଥ ମାେ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।

Daniel 2:31
ହେ ମହାରାଜ, ଆପଣ ସ୍ବପ୍ନ ରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶଯ ତଜେୋବନ୍ତ। ସହେି ପ୍ରତିମା ଆପଣଙ୍କ ସମ୍ମୁଖ ରେ ଠିଆ ହେଲା ଓ ତହିଁର ଦୃଶ୍ଯ ଭୟଙ୍କର ଥିଲା।

Daniel 2:35
ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।

Daniel 3:19
ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।

Daniel 4:19
ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହାଇେ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ଯାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର ସହେି ସ୍ବପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ଯାକୁଳିତ ନକରୁ।

Daniel 6:2
ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்