Base Word
חֹבֵל
Short Definitiona sailor
Long Definitionsailor, seaman
Derivationactive participle from 2254 (in the sense of handling ropes)
International Phonetic Alphabetħoˈbel
IPA modχo̞wˈvel
Syllableḥōbēl
Dictionhoh-BALE
Diction Modhoh-VALE
Usagepilot, shipmaster
Part of speechn-m

Ezekiel 27:8
ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ। ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧିଅରେ ଥିଲେ, ସମାନେେ ତୁମ୍ଭର କର୍ଣ୍ଣଧାର ହାଇେଥିଲେ।

Ezekiel 27:27
ତୁମ୍ଭର ଧନ, ତୁମ୍ଭର ବାଣିଜ୍ଯ ଦ୍ରବ୍ଯ, ତୁମ୍ଭର ବାଣିଜ୍ଯ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହିବା ଲୋକମାନେ, ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନ ରେ ସମୁଦ୍ର ମଧ୍ଯସ୍ଥଳ ରେ ଜଳମଗ୍ନ ହବେେ।

Ezekiel 27:28
ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।

Ezekiel 27:29
ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳ ରେ ଠିଆ ହବେେ।

Jonah 1:6
ୟୂନସ ଜାହଜ ରେ ଶାଇେଥିବାର ଦେଖି ଜାହାଜର କାପ୍ତାନ କହିଲେ, ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ବରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்