Base Word
דֶּשֶׁן
Short Definitionthe fat; abstractly fatness, i.e., (figuratively) abundance; specifically the (fatty) ashes of sacrifices
Long Definitionfat ashes, fatness
Derivationfrom H1878
International Phonetic Alphabetd̪ɛˈʃɛn̪
IPA moddɛˈʃɛn
Syllabledešen
Dictiondeh-SHEN
Diction Moddeh-SHEN
Usageashes, fatness
Part of speechn-m

Leviticus 1:16
ସହେି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନଇେ ପୂର୍ବପାଶର୍‌ବସ୍ଥ ଭସ୍ମ ସ୍ଥାନ ରେ ନିକ୍ଷପେ କରିବ।

Leviticus 4:12
ବାହାରକୁ ନିଆୟିବା ଉଚିତ୍ ଓ ଧର୍ମକାର୍ୟ୍ଯର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ବାରା ଦଗ୍ଧ କରିବ।

Leviticus 4:12
ବାହାରକୁ ନିଆୟିବା ଉଚିତ୍ ଓ ଧର୍ମକାର୍ୟ୍ଯର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ବାରା ଦଗ୍ଧ କରିବ।

Leviticus 6:10
ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍‌ବା ରେ ରଖିବା ଉଚିତ୍।

Leviticus 6:11
ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସହେି ଭସ୍ମକୁ ଛାଉଣୀ ବାହା ରେ ଏକ ଶୁଚି ସ୍ଥାନକୁ ନଇୟିବେ।

Judges 9:9
ମାତ୍ର ବୃକ୍ଷ ସମାନଙ୍କେୁ କହିଲେ, ମାରେ ମୂଲ୍ଯବାନ୍ ତଲେ ଦ୍ବାରା ମନକ୍ସ୍ଟଷ୍ଯ ଓ ପରମେଶ୍ବର ସମ୍ମାନିତ ହକ୍ସ୍ଟଅନ୍ତି। ମୁ କ'ଣ ବୃକ୍ଷମାନଙ୍କ ପାଇଁ ଏଣେ ତଣେେ ୟାଇ ମାରେମୂଲ୍ଯବାନ୍ ତଲେ ଦବୋକକ୍ସ୍ଟ ବନ୍ଦ କରି ଦବେି?

1 Kings 13:3
ଆଉ ସହେି ପରମେଶ୍ବରଙ୍କ ଲୋକ ସହେିଦିନ ଏକ ଚିହ୍ନ ଦଇେ କହିଲେ, ଭବିଷ୍ଯତ ରେ ଏହା ହବେ। 'ଏଠାକୁ ଦେଖ, ଏହି ବଦେୀ ଖଣ୍ତ ଖଣ୍ତ ହାଇେ ଭାଙ୍ଗି ପଡିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡି ହାଇେ ପଡିବ।'

1 Kings 13:5
ଆଉ ମଧ୍ଯ ପରମେଶ୍ବରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ଯ ଦ୍ବାରା ଯେଉଁ ସଙ୍କତେ ଦଇେଥିଲେ, ବଳିଦାନର ୟଜ୍ଞବଦେୀ ଭାଙ୍ଗି ଖଣ୍ତ ଖଣ୍ତ ହାଇଗେଲା ଓ ଭସ୍ମ ଅଜାଡି ହାଇେ ପଡିଲା।

Job 36:16
ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।

Psalm 36:8
ହେ ସଦାପ୍ରଭୁ, ସମାନେେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀଯାନ୍ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସମାନଙ୍କେୁ ପାନ କରିବାକୁ ଦିଅ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்