Base Word
דּוֹדוֹ
Short DefinitionDodo, the name of three Israelites
Long Definitiona man of the tribe of Issachar
Derivationfrom H1730; loving
International Phonetic Alphabetd̪oˈd̪o
IPA moddo̞wˈdo̞w
Syllabledôdô
Dictiondoh-DOH
Diction Moddoh-DOH
UsageDodo
Part of speechn-pr-m

Judges 10:1
ଅବୀମଲକରେ ମୃତକ୍ସ୍ଟ୍ଯପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ଇଶ୍ରାୟେଲବାସୀଙ୍କକ୍ସ୍ଟ ରକ୍ଷା କରିବା ପାଇଁ ପଠାଇଲେ। ସହେି ବିଗ୍ଭରକଙ୍କ ନାମ ଥିଲା ତାେଲୟ। ସେ ଥିଲେ ପୂଯାର ପକ୍ସ୍ଟତ୍ର। ଦୋଦୟର ପକ୍ସ୍ଟତ୍ର ପୂଯାର ଥିଲେ। ତାେଲୟ ଥିଲେ ଇଷାଖର ପରିବାରବର୍ଗ। ଯାହାକି ଇଫ୍ରଯିମ ପର୍ବତମଯ ଦେଶ ଶାମୀର ସହର ରେ ତାେଲୟ ବାସ କଲେ।

2 Samuel 23:9
ତା'ପରେ ଅହାହେୀୟ ବଂଶଜ ଦୋଦୟର ପକ୍ସ୍ଟତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନିଜଣ ଶକ୍ତିଶାଳୀ ବୀରଙ୍କ ମଧିଅରେ ଜଣେ ଥିଲା, ଯେତବେେଳେ ସମାନେେ ପଲେଷ୍ଟୀୟମାନଙ୍କୁ ମକ୍ସ୍ଟକାବକ୍ସ୍ଟଲା କଲେ, ସମାନେେ ଦାଉଦଙ୍କ ସହିତ ଥିଲେ। ସମାନେେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲ କିନ୍ତୁ ଇଶ୍ରାୟେଲ ଲୋକମାନେ ଦୌଡି ପଳାଇଲେ।

2 Samuel 23:24
ଯୋୟାବର ଭ୍ରାତା ଅସା ହେଲ ଉକ୍ତ ତିରିଶ ଜଣ ମଧିଅରେ ଜଣେ ଥିଲା। ସହେି ତିରିଶ ଜଣ ବୀରମାନଙ୍କ ମଧିଅରେ ବୈଥ୍ଲହମେସ୍ଥ ଦୋଦୟର ପକ୍ସ୍ଟତ୍ର ଇଲ୍ହାନନ୍ ଥିଲା।

1 Chronicles 11:12
ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।

1 Chronicles 11:26
ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ : ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍ ;

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்