Base Word
גֶּשֶׁם
Short DefinitionGeshem or Gashmu, an Arabian
Long Definitionan Arabian foe of Nehemiah
Derivationor (prolonged) גַּשְׁמוּ; the same as H1653
International Phonetic Alphabetɡɛˈʃɛm
IPA modɡɛˈʃɛm
Syllablegešem
Dictionɡeh-SHEM
Diction Modɡeh-SHEM
UsageGeshem, Gashmu
Part of speechn-pr-m

Nehemiah 2:19
କନ୍ତୁ ହୋରୋଣୀଯ ସନ୍ବଲ୍ଲଟ୍ ଓ ଅେମ୍ମାନୀୟ ଟୋବିୟ ଓ ଆରବୀଯ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସମାନେେ କହିଲେ, ତୁମ୍ଭମାନେେ କ'ଣ ଏ କି କାର୍ୟ୍ଯ କରୁଅଛ? ତୁମ୍ଭମାନେେ କ'ଣ ରାଜଦ୍ରୋହ କରୁଛ?

Nehemiah 6:1
ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।

Nehemiah 6:2
ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା। ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ।

Nehemiah 6:6
ସେଥି ରେ ଏହିପରି ଲଖାେ ୟାଇଥିଲା, ଗୋଷ୍ଠୀଯମାନଙ୍କ ମଧିଅରେ ଏହି ଜନରବ ହାଇେଅଛି। ମଧ୍ଯ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ୟିହୁଦୀଯମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସମାନଙ୍କେର ରାଜା ହବୋକୁ ଇଚ୍ଛା କରୁଅଛ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்