Base Word
גְּשׁוּר
Short DefinitionGeshur, a district of Syria
Long Definitiona people
Derivationfrom an unused root (meaning to join); bridge
International Phonetic Alphabetɡɛ̆ˈʃuːr
IPA modɡɛ̆ˈʃuʁ
Syllablegĕšûr
Dictionɡeh-SHOOR
Diction Modɡeh-SHOOR
UsageGeshur, Geshurite
Part of speechn-pr-m

Joshua 13:13
ଇଶ୍ରାୟେଲର ସନ୍ତାନଗଣ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କୁ ଘଉଡାଇ ଦଇେ ନ ଥିଲେ। ଆଜି ପର୍ୟ୍ଯନ୍ତ ସହେି ଲୋକମାନେ ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଛନ୍ତି।

2 Samuel 3:3
କର୍ମିଲୀଯ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରକ୍ସ୍ଟ ଜନ୍ମ ହେଲ ଦ୍ବିତୀୟ ପକ୍ସ୍ଟତ୍ର କିଲାବ୍ ଏବଂ ତୃତୀୟ ପକ୍ସ୍ଟତ୍ର ହେଲ ଅବ୍ଶାଲୋମ୍, ସେ ଗଶୂରର ରାଜା ତଲ୍ମଯର କନ୍ଯା ମାଖାରର ପକ୍ସ୍ଟତ୍ର।

2 Samuel 13:37
ତାଙ୍କର ପକ୍ସ୍ଟତ୍ର ଅମ୍ମାନଙ୍କେ ପାଇଁ ଦାଉଦ ବହକ୍ସ୍ଟତ ଦିନ ଶାେକ କଲେ।

2 Samuel 13:38
ଏହାପରେ ଅବଶା ଲୋମ ଗଶୂରକକ୍ସ୍ଟ ପଳାଇ ସଠାେରେ ତିନିବର୍ଷ ଧରି ରହିଲା।

2 Samuel 14:23
ଯୋୟାବ ଉଠି ଗଶୂରକକ୍ସ୍ଟ ୟାଇ ଅବଶା ଲୋମକକ୍ସ୍ଟ ଯିରୁଶାଲମକୁ ଆଣିଲା।

2 Samuel 14:32
ଅବଶାଲୋମ ଯୋୟାବକକ୍ସ୍ଟ କହିଲା, ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ବାର୍ତ୍ତାବହ ପଠାଇଲି, ମୁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକକ୍ସ୍ଟ ମୁ ତୁମ୍ଭକୁ ରାଜାଙ୍କ ନିକଟକକ୍ସ୍ଟ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମାେତେ ଗଶୂରରକ୍ସ୍ଟ ଡକାଇଲ? ତେଣୁ, ମାରଗେଶୂର ରେ ରହିବା ଭଲ। ଠିକ୍ ଅଛି, ତବେେ ବର୍ତ୍ତମାନ ମାେତେ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ଦିଅନ୍ତକ୍ସ୍ଟ। ଯଦି ମୁ ପାପ କରିଥାଏ ତବେେ ସେ ମାେତେ ହତ୍ଯା କରିବା ଉଚିତ୍।

2 Samuel 15:8
ଅବଶା ଲୋମ କହିଲେ, ମୁ ଅରାମର ଗଶୂର ରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, 'ଯଦି ରାଜା ମାେତେ ଯିରୁଶାଲମକୁ ଫରେି ଆସିବାକକ୍ସ୍ଟ କହନ୍ତି ତବେେ ମୁ ସଦାପ୍ରଭୁଙ୍କର ସବୋ କରିବି।'

1 Chronicles 2:23
କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

1 Chronicles 3:2
ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்