Base Word
גַּרְזֶן
Short Definitionan axe
Long Definitionaxe
Derivationfrom H1629
International Phonetic Alphabetɡɑrˈd͡zɛn̪
IPA modɡɑʁˈzɛn
Syllablegarzen
Dictionɡahr-DZEN
Diction Modɡahr-ZEN
Usageax
Part of speechn-m

Deuteronomy 19:5
ଉଦାହରଣ ସ୍ବରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକକ୍ସ୍ଟ କାଠ କାଟିବାକକ୍ସ୍ଟ ୟାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରକ୍ସ୍ଟ ବାହାରି କାଠ ରେ ନ ବାଜି ଅନ୍ୟ ଲୋକ ଜଣଙ୍କକ୍ସ୍ଟ ଆଘାତ କରେ ଏବଂ ସହେି ଲୋକ ଜଣଙ୍କର ମୃତକ୍ସ୍ଟ୍ଯ ଘଟେ। ଯେଉଁଲୋକ ଟାଙ୍ଗିଆ ବକ୍ସ୍ଟଲାଉଥିଲା। ସେ ସହେି ତିନି ନଗରକକ୍ସ୍ଟ ପଳାଇୟାଇ ନିରାପଦ ରେ ରହିପାରିବ।

Deuteronomy 20:19
ଯେତବେେଳେ ତୁମ୍ଭମାନେେ ବାହକ୍ସ୍ଟବଳଦ୍ବାରା ଅବୋରଧ କରିବ। ସେତବେେଳେ ତୁମ୍ଭମାନେେ ନଗରମାନଙ୍କ ରେ ଥିବା ଗଛମାନଙ୍କୁ କାଟିବା ନାହିଁ। ତୁମ୍ଭମାନେେ ତାହାର ଫଳ ଖାଇ ପାରିବ। ସହେି ବୃକ୍ଷମାନେ ତୁମ୍ଭର ଶତୃ ନକ୍ସ୍ଟହଁନ୍ତି ତେଣୁ ସମାନଙ୍କେୁ ତୁମ୍ଭେ କାଟିବ ନାହିଁ।

1 Kings 6:7
ସହେି ଗୃହର କାନ୍ଥ ନିର୍ମାଣ ରେ ବୃହତ୍ ପ୍ରସ୍ତରମାନ ବ୍ଯବହୃତ ହାଇେଥିଲା। ବ୍ଯବହୃତ ପ୍ରସ୍ତରଗୁଡିକ ଖଣି ରେ କଟାୟାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡି କିମ୍ବା କଟାଳି ଆଦି ଶଦ୍ଦ ଶୁଣା ଯାଉ ନ ଥିଲା।

Isaiah 10:15
ଗୋଟିଏ କୂରାଢ଼ି କ'ଣ ତା'ର ଛଦନକେର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହାଇପୋରିବ କି ? କରତ କ'ଣ କରତିଯର ବିରୁଦ୍ଧ ରେ କିଛି କରିପାରିବ ନାହିଁ। ମାତ୍ର ଅଶୂର ପରମେଶ୍ବରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ୟଷ୍ଟି ନିଜକୁ ୟଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்