Base Word
גִּנָּה
Short Definitiona garden
Long Definitiongarden
Derivationanother form for H1593
International Phonetic Alphabetɡɪnˈnɔː
IPA modɡiˈnɑː
Syllableginnâ
Dictionɡin-NAW
Diction Modɡee-NA
Usagegarden
Part of speechn-f

Esther 1:5
ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା।

Esther 7:7
ଆଉ ରାଜା କୋର୍ଧ ରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ ହାଇେଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।

Esther 7:8
ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?

Song of Solomon 6:11
ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்