Base Word
גָּלָל
Short Definitiona circumstance (as rolled around); only used adverbially, on account of
Long Definitionon account of, for the sake of
Derivationfrom H1556
International Phonetic Alphabetɡɔːˈlɔːl
IPA modɡɑːˈlɑːl
Syllablegālāl
Dictionɡaw-LAWL
Diction Modɡa-LAHL
Usagebecause of, for (sake)
Part of speechn-m

Genesis 12:13
ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମାରେ ଭଉଣୀ ବୋଲି। ସେଥିପାଇଁ ସମାନେେ ମାେତେ ଦୟା ଦଖାଇବେେ। ଏହି ପ୍ରକା ରେ ତୁମ୍ଭେ ମାରେ ପ୍ରାଣକୁ ରକ୍ଷା କରିପାରିବ।

Genesis 30:27
ଲାବନ ତାଙ୍କୁ କହିଲା, ମାେତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ଯା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ମାେତେ ଆଶୀର୍ବାଦ କରିଛନ୍ତି।

Genesis 39:5
ଏହି ପ୍ରକା ରେ ସେ ଯୋଷଫଙ୍କେୁ ଆପଣା ଗୃହ ଓ ସର୍ବସ୍ବର ଅଧ୍ଯକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷଫଙ୍କେ ଲାଗି ସହେି ମିସ୍ରୀଯ ଲୋକରଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା।

Deuteronomy 1:37
ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧିତ ହେଲେ। ସେ ମାେତେ କହିଲେ, ' ମାଶାେ, ତୁମ୍ଭେ ମଧ୍ଯ ସେ ସ୍ଥାନ ରେ ପ୍ରବେଶ କରିବ ନାହିଁ।

Deuteronomy 15:10
ତୁମ୍ଭମାନେେ ନିଶ୍ଚିତ ଭାବରେ ହୃଦଯ ରେ ସହିତ ତାଙ୍କୁ ଦବୋ ଉଚିତ୍। ତାଙ୍କୁ ଦବୋ ବେଳେ ତୁମ୍ଭେ କକ୍ସ୍ଟସ୍ଖିତ ହବୋ ଉଚିତ୍ ନକ୍ସ୍ଟ ହେଁ। କାରଣ ସହେି କର୍ମ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ କର୍ମ ରେ ଓ ତୁମ୍ଭେ ଯେଉଁ ବିଷଯ ରେ ଧ୍ଯାନ ଦିଅ, ସଦାପ୍ରଭୁ ସେଥି ରେ ତୁମ୍ଭକୁ ଆଶୀର୍ବାଦ କରିବେ।

Deuteronomy 18:12
କାରଣ ଏପରି କର୍ମ ୟିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସହେି ଘୃଣ୍ଯକର୍ମ ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଉଛନ୍ତି।

1 Kings 14:16
ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।

Jeremiah 11:17
ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।

Jeremiah 15:4
କାରଣ ଯିହୁଦାର ରାଜା ହିଜକିଯଙ୍କର ପୁତ୍ର ମନଃଶି ୟିରୁଶାଲମ ରେ ଦୁଷ୍କର୍ମ କଲା, ଆମ୍ଭେ ସମାନଙ୍କେୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହାଇଯେିବେ।'

Micah 3:12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்