Base Word
גֹּדֶל
Short Definitionmagnitude (literally or figuratively)
Long Definitiongreatness
Derivationfrom H1431
International Phonetic Alphabetɡoˈd̪ɛl
IPA modɡo̞wˈdɛl
Syllablegōdel
Dictionɡoh-DEL
Diction Modɡoh-DEL
Usagegreatness, stout(-ness)
Part of speechn-m

Numbers 14:19
ମୁଁ ବିନଯ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ବ ଅନୁସାରେ ଏହି ଲୋକମାନଙ୍କୁ ମିଶରଠାରୁ ଏପର୍ୟ୍ଯନ୍ତ ଯେପରି କ୍ଷମା କରିଅଛ ତଦନୁସା ରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।

Deuteronomy 3:24
' ହେ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନକଟ ରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିଯା ତିଲ୍ଯ ଓ ତୁମ୍ଭର ପରାକ୍ରାନ୍ତ କର୍ମତିଲ୍ଯ ଯେ କରିପା ରେ, ସ୍ବର୍ଗ ରେ କି ମର୍ତ୍ତ ରେ ଏମନ୍ତ ପରମେଶ୍ବର ଆଉ କିଏ ଅଛି।'

Deuteronomy 5:24
ସମାନେେ କହିଲେ, ଦେଖ, 'ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭମାନେେ ଅଗ୍ନି ମଧ୍ଯରକ୍ସ୍ଟ ତାହାଙ୍କ ବାକ୍ଯ ଶକ୍ସ୍ଟଣିଅଛକ୍ସ୍ଟ। ଆମ୍ଭମାନେେ ଆଜି ଦେଖିଲକ୍ସ୍ଟ ପରମେଶ୍ବର ମନକ୍ସ୍ଟଷ୍ଯ ସହିତ କଥା କହିଲେ ହେଁ ସେ ବଞ୍ଚିପା ରେ।

Deuteronomy 9:26
ମୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ହେ ପ୍ରଭକ୍ସ୍ଟ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କକ୍ସ୍ଟ ଓ ଆପଣା ଅଧିକାର କକ୍ସ୍ଟ ବିନାଶ କରନାହିଁ। ତୁମ୍ଭେ ଆପଣା ମହିମା ରେ ସମାନଙ୍କେୁ ମକ୍ସ୍ଟକ୍ତ କରିଅଛ, ତୁମ୍ଭେ ସମାନଙ୍କେୁ ବଳବାନ୍ ହସ୍ତଦ୍ବାରା ମିଶରରକ୍ସ୍ଟ ବାହାର କରି ଆଣିଅଛ।

Deuteronomy 11:2
ଆଜି ମନରେଖ ତକ୍ସ୍ଟମ୍ଭଙ୍କକ୍ସ୍ଟ ଶିକ୍ଷା ଦବୋ ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ବର ଯେଉଁସବୁ ଆଶ୍ଚର୍ୟ୍ଯଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନକ୍ସ୍ଟହଁନ୍ତି ସହେି ସମସ୍ତ ବିଷଯ ଘଟିବାର ଦେଖିଲ ଏବଂ ତା ମାଧ୍ଯମ ରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ୟ୍ଯ କର୍ମ ସେ କରନ୍ତି।

Deuteronomy 32:3
ମୁ ସଦାପ୍ରଭୁ ନାମ ପ୍ରଗ୍ଭର କରିବି, ତୁମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରତି ମହିମା ଆରୋପ କର।

Psalm 79:11
ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ। ହେ ପରମେଶ୍ବର, ତୁମ୍ଭର ମହାଶକ୍ତି ପ୍ରଯୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।

Psalm 150:2
ପରମେଶ୍ବର କରିଥିବା ସମସ୍ତ ମହାନ୍ କାର୍ୟ୍ଯ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।

Isaiah 9:9
ତାହାପ ରେ ଇଫ୍ରଯିମର ପ୍ରେତ୍ୟକକ ଲୋକ ଓ ଏପରିକି ଶମରିଯାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ବର ସମାନଙ୍କେୁ ଦଣ୍ଡ ଦେଲେ।

Isaiah 10:12
ମାରେ ପ୍ରଭୁ ୟିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧ ରେ ସମସ୍ତ କାର୍ୟ୍ଯ ସମାପ୍ତ କଲାପ ରେ ଅଶୂରକୁ ଦଣ୍ଡ ଦବେେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ବର ତାଙ୍କୁ ଦଣ୍ଡ ଦବେେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்