Base Word
גְּדוּלָה
Short Definitiongreatness; (concretely) mighty acts
Long Definitiongreatness
Derivationor גְּדֻלָּה; (shortened) or (less accurately) גְּדוּלָּה; feminine of H1419
International Phonetic Alphabetɡɛ̆.d̪uːˈlɔː
IPA modɡɛ̆.duˈlɑː
Syllablegĕdûlâ
Dictionɡeh-doo-LAW
Diction Modɡeh-doo-LA
Usagedignity, great things(-ness), majesty
Part of speechn-f

2 Samuel 7:21
ତୁମ୍ଭେ ତୁମ୍ଭର ସବେକ ପାଇଁ ଏହିସବୁ ମହାନ କାର୍ୟ୍ଯ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷଯ ଜାଣିବା ନିମନ୍ତେ ମାେତେ ନିର୍ଦ୍ଧାରଣ କରିଅଛ।

2 Samuel 7:23
ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସମାନେେ ଗୋଟିଏ ବିଶଷେ ଲୋକ ଅଟନ୍ତି। ସଦାପ୍ରଭୁ ସମାନଙ୍କେୁ ମିଶରର ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରି ଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସମାନଙ୍କେ ପାଇଁ ମହତ କର୍ମ ଓ ତକ୍ସ୍ଟମ୍ଭ ଦେଶ ପାଇଁ ଆଶ୍ଚର୍ୟ୍ଯ କର୍ମ କରନ୍ତି।

1 Chronicles 17:19
ହେ ସଦାପ୍ରଭୁ, ତୁମ୍ଭେ ମାେ' ନିମନ୍ତେ ଏହି ଆଶ୍ଚର୍ୟ୍ଯଜନକ କାର୍ୟ୍ଯଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛା ରେ ତାହା କରିଅଛ।

1 Chronicles 17:19
ହେ ସଦାପ୍ରଭୁ, ତୁମ୍ଭେ ମାେ' ନିମନ୍ତେ ଏହି ଆଶ୍ଚର୍ୟ୍ଯଜନକ କାର୍ୟ୍ଯଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛା ରେ ତାହା କରିଅଛ।

1 Chronicles 17:21
ଇଶ୍ରାୟେଲ ପରି ଆଉ କୌଣସି ଦେଶ ଅଛି କି ? ନା ! ଇଶ୍ରାୟେଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ୟ୍ଯ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ୍ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତ ରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀଯମାନଙ୍କୁ ସମାନଙ୍କେ ଦେଶରୁ ତଡ଼ି ଦଲେ।

1 Chronicles 29:11
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।

Esther 1:4
ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।

Esther 6:3
ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦଖଯକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ୟାଇଅଛି?

Esther 10:2
ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ ଯେଉଁ ମହତ୍ତ୍ବ ଦଇେ ଉଚ୍ଚ ପଦ ରେ ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ଓ ପାରସ୍ଯ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।

Psalm 71:21
ମାେତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର ଏବଂ ମାେତେ ପୁଣିଥରେ ସାନ୍ତ୍ବନା ଦିଅ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்