Base Word
גַב
Short Definitionthe back (as rounded); by analogy, the top or rim, a boss, a vault, arch of eye, bulwarks, etc
Long Definitionconvex surface, back
Derivationfrom an unused root meaning to hollow or curve; (compare H1460 and H1479)
International Phonetic Alphabetɡɑb
IPA modɡɑv
Syllablegab
Dictionɡahb
Diction Modɡahv
Usageback, body, boss, eminent (higher) place, (eye) brows, nave, ring
Part of speechn

Leviticus 14:9
ସପ୍ତମ ଦିନ ରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢି ରେ ଓ ଭ୍ରୁଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳ ରେ ସ୍ନାନ କରି ଶୁଚି ହବେ।

1 Kings 7:33
ଆଉସସହି ଚକଗୁଡିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନଲମି, ନାଭି ଓ ଅର ସବୁ ଢଳା ପିତ୍ତଳସର ନିର୍ମିତସହାଇଥିଲା।

Job 13:12
ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।

Job 13:12
ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।

Job 15:26
ସହେି ଦୁଷ୍ଟଲୋକ ଅତ୍ଯନ୍ତ ଶକ୍ତଗ୍ରୀବ। ସେ ଆପଣା କଠିନ ଢ଼ାଲ ଧରି ପରମେଶ୍ବରଙ୍କୁ ଆକ୍ରମଣ କରିବାକୁ ଆଗଇେ ଆ ସେ।

Psalm 129:3
ସମାନେେ ମାେ ପିଠିରେ ଗଭୀର କ୍ଷତ ହବୋ ପର୍ୟ୍ଯନ୍ତ ଆଘାତ କରନ୍ତି। ମାରେ ପିଠି ହଳ କରା ପଡ଼ିଆ ପରି ଜଣାଗଲା।

Ezekiel 1:18
ସମାନଙ୍କେର ଘରେ ଉଚ୍ଚ ଓ ଭୟଙ୍କର ଥିଲା ; ପୁଣି ସହେି ଚାରି ଘରରେ ଚତୁର୍ଦ୍ଦିଗ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।

Ezekiel 1:18
ସମାନଙ୍କେର ଘରେ ଉଚ୍ଚ ଓ ଭୟଙ୍କର ଥିଲା ; ପୁଣି ସହେି ଚାରି ଘରରେ ଚତୁର୍ଦ୍ଦିଗ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।

Ezekiel 10:12
ପୁଣି ସମାନଙ୍କେର ସମୁଦାଯ ଶରୀର, ସମାନଙ୍କେର ପୁଷ୍ପ ହସ୍ତ, ପକ୍ଷ ଓ ସହେି ଚାରିଚକ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।

Ezekiel 16:24
ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ରାସ୍ତାର ଛକରେ ଦବେତାଗଣ ନିମନ୍ତେ ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்