Base Word
גְּאֻלָּה
Short Definitionredemption (including the right and the object); by implication, relationship
Long Definitionkindred, redemption, right of redemption, price of redemption
Derivationfeminine passive participle of H1350
International Phonetic Alphabetɡɛ̆.ʔulˈlɔː
IPA modɡɛ̆.ʔuˈlɑː
Syllablegĕʾullâ
Dictionɡeh-ool-LAW
Diction Modɡeh-oo-LA
Usagekindred, redeem, redemption, right
Part of speechn-f

Leviticus 25:24
ଲୋକମାନେ ସମାନଙ୍କେର ଭୂମି ବିକ୍ରଯ କରିପାରନ୍ତି, ମାତ୍ର ପରିବାର ସହେି ଜମି ସର୍ବଦା ଫରେିପାଇବେ।

Leviticus 25:26
ଯଦି ସହେି ବ୍ଯକ୍ତିର ନିକଟ ସଂପର୍କୀଯ କହେି ତା'ର ଭୂମି ମୁକ୍ତ କରିବାକୁ ନ ଥାଏ, ତବେେ ସେ ନିଜେ ଅଧିକ ଧନ ଲାଭ କଲାପରେ ତା'ର ଭୂମି ମୁକ୍ତ କରିବ।

Leviticus 25:29
ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।

Leviticus 25:29
ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।

Leviticus 25:31
ମାତ୍ର ଗ୍ରାମଗୁଡିକର ଗୃହମାନ ପ୍ରାଚୀର ଦ୍ବାରା ଘରୋଉ ହାଇନୋହିଁ। ସହେି ନିର୍ମିତ ମହୋଲ୍ଲାସ-ଉତ୍ସବ ସମୟରେ ପ୍ରଥମ ବିକ୍ ରତାେ ନିକଟକୁ ଫରେିୟିବ।

Leviticus 25:32
ମାତ୍ର ଲବେୀୟମାନଙ୍କର ନଗରମାନ, ସଠାେରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସମାନଙ୍କେ ପକ୍ଷ ରେ ଅନନ୍ତକାଳସ୍ଥାଯୀ ହବେ।

Leviticus 25:48
ତବେେ ସେ ବ୍ଯକ୍ତି ପରେ ମୁକ୍ତ ହାଇପୋରିବ। ତାହାର ଜ୍ଞାତ ମଧ୍ଯରୁ କହେି ତାକୁ ମୁକ୍ତ କରିପାରିବ।

Leviticus 25:51
ଯବେେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନକେ ବର୍ଷ ବାକିଥାଏ ତବେେ କ୍ରଯ ମୂଲ୍ଯର ଏକ ବଡ ଅଂଶ ତାକୁ ଫରୋଇ ଦବେ।

Leviticus 25:52
ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅଳ୍ପ ବର୍ଷ ବାକି ଥାଏ, ତବେେ ତାହା ସହିତ ସେ ଗଣନା କରିବ, ସହେି ବର୍ଷ ଅନୁସାରେ ସେ ଆପଣା କ୍ରଯ ମୂଲ୍ଯର ଏକ େଛାଟ ଅଂଶ ତାକୁ ଫରୋଇ ଦବେ।

Ruth 4:6
ରକ୍ଷାକର୍ତ୍ତା କହିଲା, ମୁ ଏହାକକ୍ସ୍ଟ କ୍ରଯ କରିପାରିବି ନାହିଁ। ଯଦିଓ ଏହା ମାରେଅଧିକାର ଅଟେ, ମୁ ଏହାକକ୍ସ୍ଟ ପାରିବି ନାହିଁ। ଯଦି ମୁ ଏହା କରେ, ମୁ ମାରେ ଜମି ହକ୍ସ୍ଟଏତ ହରାଇପା ରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்