Base Word
גָּאוֹן
Short Definitionthe same as H1346
Long Definitionexaltation, majesty, pride
Derivationfrom H1342
International Phonetic Alphabetɡɔːˈʔon̪
IPA modɡɑːˈʔo̞wn
Syllablegāʾôn
Dictionɡaw-ONE
Diction Modɡa-ONE
Usagearrogancy, excellency(-lent), majesty, pomp, pride, proud, swelling
Part of speechn-m

Exodus 15:7
ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

Leviticus 26:19
ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ଯ ଓ ଭୂମିକୁ ପିତଳତୁଲ୍ଯ ତରିବା।

Job 35:12
କିମ୍ବା ଯଦି ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି, ତବେେ ପରମେଶ୍ବର ସମାନଙ୍କେୁ ଉତ୍ତର ଦବେେ ନାହିଁ। କାହିଁକି ? କାରଣ ସହେି ଲୋକମାନେ ଅତ୍ଯଧିକ ଗର୍ବୀ। ସମାନେେ ତଥାପି ଭାବନ୍ତି ସମାନଙ୍କେ ଗୁରୁତ୍ବ ଅତ୍ଯଧିକ।

Job 37:4
ତା'ପରେ ବିଜୁଳି ମାରିବା ପରେ ପରମେଶ୍ବରଙ୍କ ବଜ୍ର ଗମ୍ଭିର କଣ୍ଠସ୍ବର ଶୁଣାୟାଏ, ପରମେଶ୍ବର ତାଙ୍କର ଚମତ୍କାର ସ୍ବର ରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ମା ରେ।

Job 38:11
ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।'

Job 40:10
ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।

Psalm 47:4
ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।

Psalm 59:12
ସହେି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ଯା କହନ୍ତି। ସମାନେେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର। ସମାନଙ୍କେର ଅହଙ୍କାର ସମାନଙ୍କେୁ କବଳିତ କରୁ।

Proverbs 8:13
ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।

Proverbs 16:18
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்