Base Word
בְּתוּלָה
Short Definitiona virgin (from her privacy); sometimes (by continuation) a bride; also (figuratively) a city or state
Long Definitionvirgin
Derivationfeminine passive participle of an unused root meaning to separate
International Phonetic Alphabetbɛ̆.t̪uːˈlɔː
IPA modbɛ̆.tuˈlɑː
Syllablebĕtûlâ
Dictionbeh-too-LAW
Diction Modbeh-too-LA
Usagemaid, virgin
Part of speechn-f

Genesis 24:16
ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ଯ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲା ଓ ତା'ର ପାତ୍ର ରେ ପାଣି ଭର୍ତ୍ତି କଲା।

Exodus 22:16
ଯଦି କୌଣସି ଲୋକର କୌଣସି ଅବିବାହିତା ୟିବତୀ ସହ ୟୋନ ସଂପର୍କ ଥାଏ, ତବେେ ସେ ତାକୁ ବିବାହ କରିବାକୁ ବାଧ୍ଯ। ଏବଂ ତାକୁ ମଧ୍ଯ ସେ ଝିଅର ପିତାକୁ ୟୌତୁକ ଦବୋକୁ ପଡିବ।

Exodus 22:17
ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦବୋକୁ ମନା କରେ ତଥାପି ମଧ୍ଯ ସହେି ୟୁବକକୁ ଅର୍ଥ ଦବୋକୁ ପଡିବ। ସେ ତାଙ୍କୁ ସଂପୂର୍ଣ୍ଣ ଅର୍ଥ ଦବୋକୁ ପଡିବ।

Leviticus 21:3
ପୁଣି ନିଜର ଅବିବାହିତା ଭଗିନୀର ମୃତ୍ଯୁ ହେଲେ ସେ ତା' ପାଇଁ ଅଶୁଚି ହବେ।

Leviticus 21:14
ସେ ବିଧବା, ପରିତ୍ଯକ୍ତା, କଳଙ୍କିନୀ କିମ୍ବା ବେଶ୍ଯାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ଯରୁ କବଳେ ଏକ କୁଆଁରୀ କନ୍ଯାକୁ ବିବାହ କରିବା ଉଚିତ୍।

Deuteronomy 22:19
ପକ୍ସ୍ଟଣି ସମାନେେ ତାହାକକ୍ସ୍ଟ ଶ ହେ ଶକେଲ ରୂପା ଦଣ୍ତ କରି କନ୍ଯାର ପିତାକକ୍ସ୍ଟ ଦବେ। କାରଣ ସେ ଇଶ୍ରାୟେଲୀୟ ଏକ କନ୍ଯା ଉପରେ ଦକ୍ସ୍ଟର୍ନାମ ଦଇେଛି। ତହିଁରେ ସେ ତା'ର ଭାର୍ୟ୍ଯା ହବେ। ସେ ତାହାକକ୍ସ୍ଟ ୟାବଜ୍ଜୀବନ ପାଇଁ ତ୍ଯାଗ କରିପାରିବ ନାହିଁ।

Deuteronomy 22:23
ଯବେେ କୌଣସି କକ୍ସ୍ଟମାରୀତ୍ବ କନ୍ଯା ସହିତ କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକକ୍ସ୍ଟ ନଗର ମଧିଅରେ ପାଇ ତାହା ସହିତ ଶଯନ କରେ।

Deuteronomy 22:28
ଯଦି କୌଣସି ପୁରୁଷ ଅବାଗ୍ଦତ୍ତା କକ୍ସ୍ଟମାରୀତ୍ବ କନ୍ଯାକକ୍ସ୍ଟ ପାଇ ତାହାକକ୍ସ୍ଟ ଧରି ତାହା ସଙ୍ଗେ ଶଯନ କରେ ଓ ସମାନେେ ଧରା ପଡନ୍ତି।

Deuteronomy 32:25
ରାସ୍ତା ରେ ସୈନ୍ଯମାନେ ସମାନଙ୍କେୁ ହତ୍ଯା କରିବେ। ସମାନଙ୍କେ ଗୃହ ରେ ଭୟଙ୍କର କାର୍ୟ୍ଯମାନ ହବେ। ସୈନ୍ଯମାନେ ୟକ୍ସ୍ଟବକ ଓ ୟକ୍ସ୍ଟବତୀମାନଙ୍କୁ ହତ୍ଯା କରିବେ। ସମାନେେ ବକ୍ସ୍ଟଢା ଓ ପିଲାମାନଙ୍କୁ ହତ୍ଯା କରିବେ।

Judges 19:24
ଦେଖ, ଏଠା ରେ ମାରେ ଝିଅ, ଯେ କି କକ୍ସ୍ଟମାରୀ ଅଛି। ଏବଂ ଏହିଠା ରେ ତା'ର ଉପପତ୍ନୀ ଅଛି। ମୁ ସମାନଙ୍କେୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହାହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ଯ କାର୍ୟ୍ଯ କରନାହିଁ।

Occurences : 50

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்