Base Word
בָּשַׂר
Short Definitionproperly, to be fresh, i.e., full (rosy, figuratively cheerful); to announce (glad news)
Long Definitionto bear news, bear tidings, publish, preach, show forth
Derivationa primitive root
International Phonetic Alphabetbɔːˈɬɑr
IPA modbɑːˈsɑʁ
Syllablebāśar
Dictionbaw-SAHR
Diction Modba-SAHR
Usagemessenger, preach, publish, shew forth, (bear, bring, carry, preach, good, tell good) tidings
Part of speechv

1 Samuel 4:17
ତହକ୍ସ୍ଟଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦଇେ କହିଲା, ଇଶ୍ରାୟେଲ ପଲେଷ୍ଟୀୟମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୌଡି ପଳାଇଲେ। ଇଶ୍ରାୟେଲୀୟ ସୈନ୍ଯବାହିନି ତାଙ୍କର ବହକ୍ସ୍ଟତ ସୈନ୍ଯ ହରାଇଲେ। ତୁମ୍ଭର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନି ଓ ପୀନହସ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ।

1 Samuel 31:9
ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ଯାଦିକକ୍ସ୍ଟ ନଇଗେଲେ। ପଲେଷ୍ଟୀୟମାନେ ନିଜ ନିଜର ଦବଗେଣ ଗୃହ ବା ମନ୍ଦିରକକ୍ସ୍ଟ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡକକ୍ସ୍ଟ ଖବର ଦଇେ ପଠାଇଲେ।

2 Samuel 1:20
ଗାଥ ସହରକକ୍ସ୍ଟ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ତ ରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସହେି ପଲେଷ୍ଟୀୟ ନଗରଗକ୍ସ୍ଟଡିକ ଆନନ୍ଦ କରିବେ। ସହେି ନଗରର ଅସଭ୍ଯ ପ୍ରତିମା ପୂଜକଗଣ ଆନନ୍ଦିତ ହବେ।

2 Samuel 4:10
କିନ୍ତୁ ଯେତବେେଳେ ଜଣେ ନିଜକକ୍ସ୍ଟ ଶକ୍ସ୍ଟଭବାର୍ତ୍ତା ଆଣିଛି ବୋଲି ମନେ କରି ମାେତେ କହିଲା, ' ଦେଖନ୍ତକ୍ସ୍ଟ ଶାଉଲ ମରିଅଛି।' ମୁ ତାକକ୍ସ୍ଟ ପକ୍ସ୍ଟରଷ୍କାର ଦବୋ ପରିବର୍ତେ ଯାହା ସେ ଆଶା କରିଥିଲା, ତାକକ୍ସ୍ଟ ଖଡ୍ଗ ଦ୍ବାରା ସିକ୍ଲଗ୍ ରେ ହତ୍ଯା କଲି।

2 Samuel 18:19
ଏହାପରେ ସାଦୋକର ପକ୍ସ୍ଟତ୍ର ଅହୀମାସ ଯୋୟାବଙ୍କକ୍ସ୍ଟ କହିଲା, ମୁ ଧାଇଁବି ଏବଂ ରାଜାଙ୍କକ୍ସ୍ଟ କହିବି ଯେ, ସଦାପ୍ରଭୁ ତାଙ୍କର ଶତୃମାନଙ୍କୁ ଧ୍ବଂସ କରିଛନ୍ତି।

2 Samuel 18:20
ଯୋୟାବ ଉତ୍ତର ରେ ଅହୀମାସକକ୍ସ୍ଟ କହିଲା, ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକକ୍ସ୍ଟ ନଇେ ୟିବା ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନଇୟିବେ। କିନ୍ତୁ ଆଜି ନବେ ନାହିଁ। କାହିଁକି? ରାଜାଙ୍କର ପକ୍ସ୍ଟତ୍ର ମରିଅଛି।

2 Samuel 18:20
ଯୋୟାବ ଉତ୍ତର ରେ ଅହୀମାସକକ୍ସ୍ଟ କହିଲା, ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକକ୍ସ୍ଟ ନଇେ ୟିବା ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନଇୟିବେ। କିନ୍ତୁ ଆଜି ନବେ ନାହିଁ। କାହିଁକି? ରାଜାଙ୍କର ପକ୍ସ୍ଟତ୍ର ମରିଅଛି।

2 Samuel 18:26
ପ୍ରହରୀ ଆଉ ଜଣେ ଦୌଡି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ବାରପାଳକକ୍ସ୍ଟ ଡାକି କହିଲା, ଦେଖ! ଆଉ ଜଣେ ଲୋକ ଦୌଡି ଆସକ୍ସ୍ଟଅଛି।

2 Samuel 18:31
ଠିକ୍ ତା'ପରେ ସମୟରେ କୂଶୀଯ ଆସି ପହଞ୍ଚିଲା। ସେ କହିଲା, ମାରେ ପ୍ରଭକ୍ସ୍ଟ ମହାରାଜାଙ୍କ ପାଇଁ ଏକ ସକ୍ସ୍ଟସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରକ୍ସ୍ଟଦ୍ଧାଚରଣ କରୁଥିଲେ ସମାନଙ୍କେୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।

1 Kings 1:42
ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିଯାଥର ପୁତ୍ର ଯୋନାଥନ ସଠାେରେ ପହଞ୍ଚିଲା। ଅଦୋନିଯ, ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ଯ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்