Base Word | |
בׇּשְׂמַת | |
Short Definition | Bosmath, the name of a wife of Esau, and of a daughter of Solomon |
Long Definition | Hittite wife of Esau, daughter of Ishmael, sister of Nebaioth |
Derivation | feminine of H1314 (the second form); fragrance |
International Phonetic Alphabet | boɬˈmɑt̪ |
IPA mod | bosˈmɑt |
Syllable | bośmat |
Diction | bose-MAHT |
Diction Mod | bose-MAHT |
Usage | Bashemath, Basmath |
Part of speech | n-pr-f |
Genesis 26:34
ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।
Genesis 36:3
ନବାଯୋତର ଭଉଣୀ, ଇଶ୍ମାଯଲେ କନ୍ଯା ବାସମତକୁ ବିବାହ କରିଥିଲେ।
Genesis 36:4
ଏହାପରେ ଏଷୌର ଔରସ ରେ ଆଦା ଇଲୀଫସକୁ ଓ ବାସମତ୍ ରୂଯଲକେୁ ଜନ୍ମ କଲେ।
Genesis 36:10
ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୁଯଲେ।
Genesis 36:13
ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।
Genesis 36:17
ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।
1 Kings 4:15
ନପ୍ତାଲି ରେ ଅହୀମାସ୍ ଶାସକ ଥିଲେ ୟିଏ କି ଶଲୋମନଙ୍କର କନ୍ଯା ବାସମତ୍କୁ ବିବାହ କରିଥିଲା।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்