Base Word
בֶּרֶכְיָה
Short DefinitionBerekjah, the name of six Israelites
Long Definitiona son of Zerubbabel
Derivationor בֶּרֶכְיָהוּ; from H1290 and H3050; knee (i.e., blessing) of Jah
International Phonetic Alphabetbɛ.rɛkˈjɔː
IPA modbɛ.ʁɛχˈjɑː
Syllableberekyâ
Dictionbeh-rek-YAW
Diction Modbeh-rek-YA
UsageBerachiah, Berechiah
Part of speechn-pr-m

1 Chronicles 3:20
ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ହଶୂବା, ଓ ହେଲ, ବରେିଖିଯ, ହସଦିଯ ଓ ୟୁଶବ ହଷେଦ୍।

1 Chronicles 6:39
ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍‌ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।

1 Chronicles 9:16
ଓବଦିଯ ଶମଯିଯଙ୍କ ପୁତ୍ର ଥିଲେ। ଶମଯିଯ ଗାଲଲ୍ଙ୍କ ପୁତ୍ର ଥିଲେ। ଗାଲ ୟିଦୂଥନ୍ଙ୍କ ପୁତ୍ର ଥିଲେ। ବରେିଖିଯ ଆସାଙ୍କ ପୁତ୍ର ଥିଲେ। ଆସା ଇଲକାନାଙ୍କ ପୁତ୍ର ଥିଲେ। ସେ ନଟୋଫା ରେ ଲୋକମାନଙ୍କ ସହର ରେ ବାସ କରୁଥିଲେ।

1 Chronicles 15:17
ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।

1 Chronicles 15:23
ନିଯମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହାଇେଥିବା ପକ୍ଷୀମାନଙ୍କ ମଧିଅରେ ଦୁଇଜଣ ଥିଲେ ବେଶଖିଯ ଓ ଇଲକାନା।

2 Chronicles 28:12
ଏହାପରେ ଇଫ୍ରଯିମର କେତକେ ନେତା ଦେଖିଲେ ଯେ, ଇଶ୍ରାୟେଲୀୟ ସୈନ୍ଯମାନେ ୟୁଦ୍ଧରୁ ଗୃହକୁ ପ୍ରତ୍ଯାବର୍ତ୍ତନ କଲେ। ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ଭଟେିଲେ। ସହେି ନେତାମାନେ ଥିଲେ ୟିହୋହାନନ୍ଙ୍କ ପୁତ୍ର ଅସରିଯ, ମଶି ଲୋମାେତ୍ଙ୍କ ପୁତ୍ର ବରେିଖିଯ, ଶଲ୍ଲୁମଙ୍କର ପୁତ୍ର ୟହଷ୍କିଯ ଓ ହଦ୍ଲଯଙ୍କର ପୁତ୍ର ଅମାସା।

Nehemiah 3:4
ସମାନଙ୍କେ ପରେ ହକ୍କୋସର ପୁତ୍ର ଊରିଯ, ଊରିଯର ପୁତ୍ର ମରମୋେତ୍ ତାପର ଅଂଶ ମରାମତି କଲା,

Nehemiah 3:30
ଶଲେିମିଯର ପୁତ୍ର ହନାନିଯ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।

Nehemiah 6:18
କାରଣ ସେ ଆରାଃର ପୁତ୍ର ଶଖନିଯର ଜ୍ବାଇଁ ହବୋରୁ ଓ ତାହାର ପୁତ୍ର ଯିହାହୋନନ୍ ବରେିଖିଯର ପୁତ୍ର ମଶୁଲ୍ଲମର କନ୍ଯାକୁ ବିବାହ କରିଥିବାରୁ ଯିହୁଦାର ଅନକେ ଲୋକ ତା ନିକଟରେ ଶପଥ କରିଥିଲେ।

Zechariah 1:1
ସଦାପ୍ରଭୁ ବରେିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ ରେ ଏହା ଘଟିଥିଲା। ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்