Base Word
בָּקַר
Short Definitionproperly, to plough, or (generally) break forth, i.e., (figuratively) to inspect, admire, care for, consider
Long Definitionto seek, enquire, consider
Derivationa primitive root
International Phonetic Alphabetbɔːˈk’ɑr
IPA modbɑːˈkɑʁ
Syllablebāqar
Dictionbaw-KAHR
Diction Modba-KAHR
Usage(make) inquire(-ry), (make) search, seek out
Part of speechv

Leviticus 13:36
ତବେେ ଯାଜକ ସହେି ଲୋକକୁ ପୁନର୍ବାର ଦେଖିବ। ଯଦି ସହେି ଛଉ ଚର୍ମ ରେ ବ୍ଯାପିଥାଏ, ତବେେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ବଷେଣ କରିବ ନାହିଁ। ସହେି ଲୋକ ଅଶୁଚି।

Leviticus 27:33
ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ଯ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତବେେ ଉଭୟ ପଶୁ ପବିତ୍ର ହବେେ ଓ ତାହା ମୁକ୍ତ କରାୟିବ ନାହିଁ।

2 Kings 16:15
ରାଜା ଆହସ୍ ଉରିଯ ଯାଜକଙ୍କୁ ଆଲଦଶସଦଲଲ, ପ୍ରଭାତ କାଳୀନସହାମବଳି, ସାଯଂକାଳୀନ ଭକ୍ଷ୍ଯନୈବଲଦ୍ଯ, ରାଜାଙ୍କରସହାମବଳି ଓ ତାଙ୍କର ଭକ୍ଷ୍ଯ ନୈବଲଦ୍ଯ,ସଲାକଙ୍କସହାମବଳି,ସସମାନଙ୍କର ଭକ୍ଷ୍ଯ ନୈବଲଦ୍ଯ ଓ ପଲଯ ନୈବଲଦ୍ଯ ବଡ ୟଜ୍ଞବଲଦୀ ଉପଲର ତୁମ୍ଲଭ ଦଗ୍ଧ କରିବା ଉଚିତ୍ ଓ ତହିଁ ଉପଲରସହାମବଳିର ସବୁ ରକ୍ତ ଓ ଅନ୍ୟ ନୈବଲଦ୍ଯ ବୃହତ୍ ୟଜ୍ଞବଲଦୀ ଉପଲର ଛିଞ୍ଚ। କିନ୍ତୁ ମୁଁ ପରଲମଶ୍ବରଙ୍କୁ ପ୍ରଶ୍ନ ପଗ୍ଭରିବାକୁ ପିତ୍ତଳ ୟଜ୍ଞବଲଦୀ ବ୍ଯବହାର କରିବି

Psalm 27:4
ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।

Proverbs 20:25
ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ବରଙ୍କୁ ଉତ୍ସର୍ଗ କରିବ। ଏବଂ ତା'ପ ରେ ସହେି ପ୍ରତିଜ୍ଞା ପୁନଃବିଚାର କରାୟାଏ।

Ezekiel 34:11
ତେଣୁ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆମ୍ଭ ମଷେମାନଙ୍କର ପାଳକ ହବେୁ। ଆମ୍ଭେ ସମାନଙ୍କେର ଅନ୍ବଷେଣ କରିବୁ ଓ ଆମ୍ଭେ ସମାନଙ୍କେର ତତ୍ତ୍ବ ନବେୁ।

Ezekiel 34:12
ଯେପରି ଜଣେ ମଷେପାଳକ ନିଜର ଛିନ୍ନଭିନ୍ନ ମଷେମାନଙ୍କର ଅନୁସନ୍ଧାନ କରେ, ସହେିପରି ମୁଁ ମାରେ ମଷେମାନଙ୍କର ତତ୍ତ୍ବାବଧାନ କରିବି। ଆଉ ମଘାେଚ୍ଛନ୍ନ ଓ ଅନ୍ଧକାର ଦିନ ରେ ସମାନେେ ଯେଉଁ ଯେଉଁ ସ୍ଥାନ ରେ ଛିନ୍ନଭିନ୍ନ ହାଇେଅଛନ୍ତି, ସେସବୁ ସ୍ଥାନରୁ ସମାନଙ୍କେୁ ଉଦ୍ଧାର କରିବି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்