Base Word
בָּצֵק
Short Definitiondough (as swelling by fermentation)
Long Definitiondough (unleavened)
Derivationfrom H1216
International Phonetic Alphabetbɔːˈt͡sˤek’
IPA modbɑːˈt͡sek
Syllablebāṣēq
Dictionbaw-TSAKE
Diction Modba-TSAKE
Usagedough, flour
Part of speechn-m

Exodus 12:34
ଇଶ୍ରାୟେଲର ଲୋକମାନେ ତାଙ୍କ ଅଟା ରେ ତାଡି ମିଶାଇବାକୁ ସମୟ ପାଇ ନଥିଲେ। ସମାନେେ ଅଟା ନଇେ ପଳାଇଲେ। ସମାନେେ ସମାନଙ୍କେର ପାତ୍ରଗୁଡିକ ଲୁଗା ରେ ଘୋଡାଇ ଗୁଡାଇଲେ ଏବଂ ସମାନଙ୍କେର କାନ୍ଧ ରେ ବହିଲେ।

Exodus 12:39
ଲୋକମାନେ ସମାନଙ୍କେର ଚକଟା ମଇଦା ରେ ତାଡୀ ମିଶାଇ ପାରିନଥିଲେ। ଏବଂ ସମାନଙ୍କେର ୟାତ୍ରା ପାଇଁ ମଧ୍ଯ ସ୍ବତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନଥିଲେ। ତେଣୁ ସମାନେେ ତାଡୀ ବୀହିନ ରୋଟୀମାନ ପ୍ରସ୍ତୁତ କଲେ।

2 Samuel 13:8
ଯେତବେେଳେ ତାମର ଆପଣା ଭାଇ ଅମ୍ମାନରେ ଗୃହକକ୍ସ୍ଟ ଗଲା, ସେତବେେଳେ ସେ ଶୟ୍ଯା ରେ ଥିଲା। ତେଣୁ ତାମର ଚକଟା ମଇଦା ନଇେ ଦଳି ଅମ୍ମାନେ ଦେଖକ୍ସ୍ଟଥିବା ବେଳେ ପିଠା ପ୍ରସ୍ତକ୍ସ୍ଟତ କରି ତାକକ୍ସ୍ଟ ପାକ କଲା।

Jeremiah 7:18
ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସମାନଙ୍କେର ପିତାମାନେ ଅଗ୍ନି ସଂୟୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦବେତା ଉଦ୍ଦେଶ୍ଯ ରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରନ୍ତି। ସମାନେେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।

Hosea 7:4
ସମସ୍ତ ଲୋକମାନେ ବ୍ଯଭିଗ୍ଭରୀ ଅଟନ୍ତି। ସମାନେେ ରୋଟୀ ପ୍ରସ୍ତୁତକାରୀ ତନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, ଯେଉଁ ପର୍ୟ୍ଯନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତଜେିତ କରେ ନାହିଁ। କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்