Base Word
אָדָם
Short Definitionruddy i.e., a human being (an individual or the species, mankind, etc.)
Long Definitionman, mankind
Derivationfrom H0119
International Phonetic Alphabetʔɔːˈd̪ɔːm
IPA modʔɑːˈdɑːm
Syllableʾādām
Dictionaw-DAWM
Diction Modah-DAHM
Usage× another, + hypocrite, + common sort, × low, man (mean, of low degree), person
Part of speechn-m

Genesis 1:26
ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

Genesis 1:27
ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।

Genesis 2:5
ସହେି ସମୟରେ କୌଣସି ବୁଦା ବା ଘାସ ବଢ଼ିନଥିଲା, ସଦାପ୍ରଭୁ ପୃଥିବୀ ରେ ବର୍ଷା କରାଇ ନଥିଲେ। କାରଣ ପୃଥିବୀର ଯତ୍ନ ନବୋପାଇଁ କହେି ନଥିଲେ।

Genesis 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।

Genesis 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।

Genesis 2:8
ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।

Genesis 2:15
ସଦାପ୍ରଭୁ ପରମେଶ୍ବର ସହେି ମନୁଷ୍ଯକୁ ନଇେ ଏଦନ ଉଦ୍ୟାନ ରେ କୃଷିକର୍ମ ଓ ତାହାର ଯତ୍ନ ନବୋ ପାଇଁ ନିୟୁକ୍ତ କଲେ।

Genesis 2:16
ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, ତୁମ୍ଭେ ଉଦ୍ୟାନର ଯେ କୌଣସି ଗଛର ଫଳ ଖାଇପାରିବ।

Genesis 2:18
ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।

Genesis 2:19
ସଦାପ୍ରଭୁ ପରମେଶ୍ବର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶ ରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ବର ସମସ୍ତଙ୍କୁ ମନୁଷ୍ଯ ନିକଟକୁ ଦଖାଇବୋକୁ ଆଣିଲେ। ସହେି ମନୁଷ୍ଯ ସମାନଙ୍କେୁ କଣ କହି ଡ଼ାକିବ, ଏହା ଜାଣିବା ପାଇଁ। ସହେି ସୃଷ୍ଟି ପ୍ରାଣୀଙ୍କୁ ସେ ଯାହା କହି ଡ଼ାକିଲା, ତାହା ସମାନଙ୍କେର ନାମ ହେଲା।

Occurences : 553

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்