Base Word
בְּעָא
Short Definitionto seek or ask
Long Definitionto ask, seek, request, desire, pray, make petition
Derivationor בְּעָה; (Aramaic), corresponding to H1158
International Phonetic Alphabetbɛ̆ˈʕɔːʔ
IPA modbɛ̆ˈʕɑːʔ
Syllablebĕʿāʾ
Dictionbeh-AW
Diction Modbeh-AH
Usageask, desire, make (petition), pray, request, seek
Part of speechv

Daniel 2:13
ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ବାନ ଲୋକମାନେ ହତ ହବେେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା'ର ସାଥୀମାନଙ୍କୁ ବଧ କରିବାକୁ ଅନ୍ବଷେଣ କଲେ।

Daniel 2:16
ଏଥି ରେ ଦାନିୟେଲ ରାଜାଙ୍କ ନିକଟକୁ ୟାଇ ଆଉ କିଛି ଅଧିକ ସମୟ ଦବୋକୁ ନିବଦନେ କଲେ। ତାହା ହେଲେ ସେ ରାଜାଙ୍କର ସ୍ବପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ।

Daniel 2:18
ଦାନିୟେଲ ତା'ର ସାଙ୍ଗମାନଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ବର୍ଗସ୍ଥ ପରମେଶ୍ବର ନିଗୂଢ ତଥ୍ଯ ଜଣାଇଲେ, ସେ ଓ ତା'ର ସାଙ୍ଗମାନେ ମୃତ୍ଯୁମୁଖରୁ ରକ୍ଷା ପାଇବେ।

Daniel 2:23
ହେ ମାରେ ପୂର୍ବପୁରୁଷଗଣର ପରମେଶ୍ବର, ମୁଁ ତୁମ୍ଭର ଧନ୍ଯବାଦ ଓ ପ୍ରଶଂସା କରୁଅଛି। ତୁମ୍ଭେ ମାେତେ ଜ୍ଞାନ ଓ ସାମର୍ଥ୍ଯ ଦଇେଅଛ। ତୁମ୍ଭକୁ ମୁଁ ଯାହା ନିବଦନେ କରିଅଛି, ତାହା ସମସ୍ତ ବିଷଯ ରେ ତୁମ୍ଭେ ମାେତେ ଜଣାଇ ଅଛ। ତୁମ୍ଭେ ରାଜାଙ୍କ ବିଷଯ ରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଛ।

Daniel 2:49
ପୁଣି ଦାନିୟେଲଙ୍କ ଆବଦନେ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋଙ୍କୁ ବାବିଲ ପ୍ରଦେଶର କେତକେ ମୁଖ୍ଯ କର୍ମଗ୍ଭରୀରୂପେ ନିୟୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହାଇେ ରାଜ ଦ୍ବାର ରେ ରହିଲେ।

Daniel 4:36
ଆଉ ସହେି ସମୟରେ ପରମେଶ୍ବର ମାରେ ଉତ୍ତମ ବୁଦ୍ଧି ମାେତେ ଫରୋଇ ଦେଲେ। ମାେ ରାଜ୍ଯର ଗୌରବ ନିମନ୍ତେ ମାରେ ତଜେ ଓ ପ୍ରତାପ ମାେ ପାଖକୁ ଫରେି ଆସିଲା। ମାରେ ମନ୍ତ୍ରୀ ଓ ଅମାତ୍ଯମାନେ ପୁନର୍ବାର ମାରେ ପରାମର୍ଶ ଲୋଡିଲେ। ମୁଁ ପୁନର୍ବାର ରାଜା ହଲିେ ଓ ମାରେ ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା।

Daniel 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।

Daniel 6:7
ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।

Daniel 6:11
ତା'ପ ରେ ସହେି ଲୋକମାନେ ଏକତ୍ରୀତ ହାଇେ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ନିବଦନେ କରୁଥିବାର ଦେଖିଲେ।

Daniel 6:12
ତେଣୁ ସମାନେେ ରାଜାଙ୍କ ପାଖକୁ ଗଲେ ଓ ରାଜକୀଯ ବିଧି ବିଷଯ ରେ ତାଙ୍କୁ ମନେ ପକାଇ ଦେଲେ। ସମାନେେ କହିଲେ, ହେ ମହାରାଜା, ଯେ କୌଣସି ଲୋକ ତିରିଶ ଦିନ ମଧିଅରେ ଆପଣଙ୍କ ବିନା କୌଣସି ଦବେତା କି ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷିପ୍ତ ହବେ। ଏପରି ଏକ ନିଷଧେ ପତ୍ର ରେ ଆପଣ ସ୍ବାକ୍ଷର କରିନାହାନ୍ତି କି?

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்