Base Word
בֵּן
Short Definitiona son (as a builder of the family name), in the widest sense
Long Definitionson, child
Derivationcorresponding to H1121
International Phonetic Alphabetben̪
IPA modben
Syllablebēn
Dictionbane
Diction Modbane
Usagechild, son, young
Part of speechn-m

Ezra 6:9
ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।

Ezra 6:10
ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।

Ezra 6:16
ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

Ezra 6:16
ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

Ezra 7:23
ସ୍ବର୍ଗସ୍ଥ ପରମେଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଠିକ୍ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ ରେ କାହିଁକି କୋପ ବର୍ତ୍ତିବ।

Daniel 2:25
ତେଣୁ ଅରିଯୋକ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନଲୋ ଏବଂ କହିଲା, ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧିଅରେ ମୁଁ ଜଣେ ବ୍ଯକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ବପ୍ନର ଅର୍ଥ ଜଣାଇବେ।

Daniel 2:38
ପୃଥିବୀସ୍ଥ ମନୁଷ୍ଯ, ତନ୍ମଧ୍ଯସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ବରଙ୍କ ଶକ୍ତିଦ୍ବାରା ତୁମ୍ଭର ଶାସନାଧିନ ଅଟନ୍ତି। ଆଉ ସମାନଙ୍କେ ଉପ ରେ ଆପଣଙ୍କୁ କତ୍ତୁର୍ତ୍ବ ଦଇେଅଛନ୍ତି। ଆପଣ ହିଁ ସହେି ପ୍ରତିମାର ସୁବର୍ଣ୍ଣମଯ ମସ୍ତକ ଅଟନ୍ତି।

Daniel 5:13
ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦିନିଯଲଙ୍କେୁ କହିଲା, ମାରେ ପିତା ମହାରାଜ ୟୁହୁଦା ଦେଶରୁ ଯେଉଁ ନିର୍ବାସିତ ୟିହୁଦୀମାନଙ୍କୁ ଆଣିଥିଲେ ସମାନଙ୍କେ ମଧିଅରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି?

Daniel 5:21
ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।

Daniel 6:13
ତା'ପ ରେ ସମାନେେ ରାଜାଙ୍କୁ ଉତ୍ତର ଦେଲେ, ହେ ମହାରାଜ, ନିର୍ବାସିତ ୟିହୁଦି ସନ୍ତାନଗଣ ମଧିଅରେ ଜଣେ ବ୍ଯକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ବାକ୍ଷରିତ ନିଷଧେ ପତ୍ରକୁ ମାନ୍ଯ କରେ ନାହିଁ। ସେ ଏବେ ମଧ୍ଯ ଦିନ ରେ ତିନିଥର ତା'ର ପରମେଶ୍ବରକୁ ପ୍ରାର୍ଥନା କରୁଛି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்