Base Word
בִּלְהָה
Short DefinitionBilhah, the name of one of Jacob's concubines
Long Definition(n pr f) Rachel's handmaid whom she gave to Jacob as a concubine, mother to two of Jacob's children, Dan and Naphtali
Derivationfrom H1089; timid
International Phonetic Alphabetbɪlˈhɔː
IPA modbilˈhɑː
Syllablebilhâ
Dictionbil-HAW
Diction Modbeel-HA
UsageBilhah
Part of speechn-pr-f
Base Word
בִּלְהָה
Short DefinitionBilhah, the name of a place in Palestine
Long Definition(n pr f) Rachel's handmaid whom she gave to Jacob as a concubine, mother to two of Jacob's children, Dan and Naphtali
Derivationfrom H1089; timid
International Phonetic Alphabetbɪlˈhɔː
IPA modbilˈhɑː
Syllablebilhâ
Dictionbil-HAW
Diction Modbeel-HA
UsageBilhah
Part of speechn-pr-loc

Genesis 29:29
ଲାବନ ରାହେଲର ଦାସୀ ନିମନ୍ତେ ସେ ଆପଣାର ବିଲହା ନାମ୍ନୀ ଦାସୀକି ଦଲୋ।

Genesis 30:3
ଏହାପରେ ରାହେଲ କହିଲେ, ମାରେ ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହାଇେ ପାରିବି।

Genesis 30:4
ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦଲୋ, ଯାକୁବ ତାହା ସହିତ ସହବାସ କଲେ।

Genesis 30:5
ଏହାପରେ ବିଲହା ଗର୍ଭବତୀ ହାଇେ ପିଲାଜନ୍ମ କଲା।

Genesis 30:7
ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ବୀତୀଯ ପୁତ୍ର ଜନ୍ମ କଲା।

Genesis 35:22
ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

Genesis 35:25
ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।

Genesis 37:2
ଏହା ହେଉଛି ଯାକୁବ ପରିବାରର ଇତିହାସ।

Genesis 46:25
ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସବେିକାରୂପେ ତା'ର କନ୍ଯା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତଜଣ ବଂଶଧର ବିଲହାଠାରୁ ଜନ୍ମ ହାଇେଥିଲେ।

1 Chronicles 4:29
ବିଲ୍ଲା, ଏତସମ, ତୋଲଦ୍,

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்