Base Word
בֵּית אָוֶן
Short DefinitionBeth-Aven, a place in Palestine
Long Definitiona city east of Bethel, site unknown
Derivationfrom H1004 and H0205; house of vanity
International Phonetic Alphabetbei̯t̪ ʔɔːˈwɛn̪
IPA modbei̯t ʔɑːˈvɛn
Syllablebêt ʾāwen
Dictionbate aw-WEN
Diction Modbate ah-VEN
UsageBeth-aven
Part of speechn-pr-loc

Joshua 7:2
ସମାନେେ ଯିରୀହାକେକ୍ସ୍ଟ ପରାସ୍ତ କଲାପରେ, ଯିହାଶୂେୟ ଅଯକକ୍ସ୍ଟ ଲୋକ ପଠାଇଲେ। ଅଯ ବୈଥଲରେ ପୂର୍ବ ଦିଗସ୍ଥିତ ବୈଥାବନର ପାଶର୍‌ବ ରେ ଅବସ୍ଥିତ। ଯିହାଶୂେୟ ସମାନଙ୍କେୁ କହିଲେ, ଅଯକକ୍ସ୍ଟ ୟାଅ ଓ ସଠାେରେ ଅନକ୍ସ୍ଟସନ୍ଧାନ କରି ସମାନଙ୍କେର ଦୁର୍ବଳତାକକ୍ସ୍ଟ ଅନକ୍ସ୍ଟସନ୍ଧାନ କର। ତେଣୁ ଏଥି ରେ ଲୋକମାନେ ୟାଇ ଅଯ ରେ ଅନକ୍ସ୍ଟସନ୍ଧାନ କଲେ।

Joshua 18:12
ସମାନଙ୍କେର ଉତ୍ତର ସୀମା ୟର୍ଦ୍ଦନ ନଦୀଠାରକ୍ସ୍ଟ ଆରମ୍ଭ ହେଲା। ଏହାର ସୀମା ଉତ୍ତର ରେ ଯିରୀହାରେକ୍ସ୍ଟ ଲାଗିଥିଲା। ଏହାପରେ ଏହାର ସୀମା ପଶ୍ଚିମ ରେ ପର୍ବତମଯ ଦେଶକକ୍ସ୍ଟ ଲାଗିଥିଲା। ଏହାର ସୀମା ପୂର୍ବ ପଟ ରେ ବୈଥାବନ ପର୍ୟ୍ଯନ୍ତ ଲାଗିଥିଲା।

1 Samuel 13:5
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।

1 Samuel 14:23
ଏହିପରି ସଦାପ୍ରଭୁ ସଦେିନ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ୟ୍ଯନ୍ତ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପ୍ରେତ୍ୟକକ ସୈନ୍ଯ ଶାଉଲଙ୍କ ସହିତ ଥିଲେ। ପ୍ରାଯତଃ 10,000 ଲୋକ ଶାଉଲଙ୍କକ୍ସ୍ଟ ସାହାର୍ୟ୍ଯ କରୁଥିଲେ। ଇଫ୍ରଯିମ ପର୍ବତ ଦେଶର ସମସ୍ତ ସହରକକ୍ସ୍ଟ ୟକ୍ସ୍ଟଦ୍ଧ ବ୍ଯାପିଗଲା।

Hosea 4:15
ଇଶ୍ରାୟେଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ ରେ ଶପଥ କରନାହିଁ। ' ଯେ ହତେୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।'

Hosea 5:8
ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।

Hosea 10:5
ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்