Base Word
בִּירָה
Short Definitiona castle or palace
Long Definitionpalace, castle
Derivationof foreign origin
International Phonetic Alphabetbɪi̯ˈrɔː
IPA modbiːˈʁɑː
Syllablebîrâ
Dictionbee-RAW
Diction Modbee-RA
Usagepalace
Part of speechn-f

1 Chronicles 29:1
ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।

1 Chronicles 29:19
ଆଉ, ମାରେପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ବସ୍ତ ହବୋ ନିମନ୍ତେ ସାହାୟ୍ଯ କର। ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ଯ ହବୋ ନିମନ୍ତେ ତାହାକୁ ସାହାୟ୍ଯ କର। ଶଲୋମନଙ୍କୁ ଏହି ସମସ୍ତ ବିଷଯ କରିବା ନିମନ୍ତେ ସାହାୟ୍ଯ କର ଓ ଏହି ପବିତ୍ର ମନ୍ଦିର ରେ ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥି ରେ ତାହାକୁ ସାହାୟ୍ଯ କର।

Nehemiah 1:1
ଏଗୁଡିକ ନିହିମିଯାଙ୍କର ବାକ୍ଯ ଅଟେ। ନିହିମିଯା ଥିଲେ ହଖଲିଯର ପୁତ୍ର। ବିଂଶତିତମ ବର୍ଷର କିଶ୍ଲେବ୍ ମାସ ରେ ମୁଁ ଶୂଶନର ରାଜଧାନୀ ରେ ଥିଲି।

Nehemiah 2:8
ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।

Nehemiah 7:2
ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।

Esther 1:2
ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ,

Esther 1:5
ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା।

Esther 2:3
ଆଉ ମହାରାଜା ଆପଣା ରାଜ୍ଯର ସମସ୍ତ ପ୍ରଦେଶ ରେ କର୍ମଗ୍ଭରୀଗଣ ନିୟୁକ୍ତି କରନ୍ତୁ। ସମାନେେ ସହେି ସବୁ ସୁନ୍ଦରୀ କନ୍ଯାଗଣକୁ ଶୂଶନ ରାଜଧାନୀ ରେ ଏକତ୍ର କରି ଅନ୍ତଃପୁର ରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନଫୁସକ ହଗଯରେ ହସ୍ତ ରେ ସମର୍ପଣ କରନ୍ତୁ। ପୁଣି ସମାନଙ୍କେ ଅଙ୍ଗରାଗାର୍ଥକ ଦ୍ରବ୍ଯ ସମାନଙ୍କେୁ ଦତ୍ତ ହେଉ।

Esther 2:5
ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।

Esther 2:8
ଯେତବେେଳେ ରାଜାର ସହେି ବାକ୍ଯ ଓ ଆଜ୍ଞା ପ୍ରଗ୍ଭରିତ ହେଲା ଶୂଶନ୍ ରାଜଧାନୀ ରେ ହଗଯେ ନିକଟରେ ଅନକେ କନ୍ଯା ସଂଗୃହିତ ହବୋ ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହଗଯେ ନିକଟକୁ ନିଆଗଲା।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்