Base Word
βαπτισμός
Short Definitionablution (ceremonial or Christian)
Long Definitiona washing, purification effected by means of water
Derivationfrom G0907
Same asG0907
International Phonetic Alphabetβɑ.ptiˈsmos
IPA modvɑ.ptiˈsmows
Syllablebaptismos
Dictionva-ptee-SMOSE
Diction Modva-ptee-SMOSE
Usagebaptism, washing

Mark 7:4
ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସମାନେେ ନିର୍ଦ୍ଧାରିତ ପଦ୍ଧତି ରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନକେ ପରମ୍ପରା ସମାନେେ ପାଳନ କରନ୍ତି।

Mark 7:8
ତୁମ୍ଭମାନେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରିଛ। ଏବେ ତୁମ୍ଭମାନେେ ମନୁଷ୍ଯକୃତ ପରମ୍ପରାକୁ ଧରି ବସିଛ।

Hebrews 6:2
ସେତବେେଳେ ଆମ୍ଭେ ବାପ୍ତିସ୍ମ ବିଷୟ ରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟ ରେ, ମୃତ୍ଯୁରୁ ପୁନରୁତ୍ଥିତ ହବୋ ବିଷୟ ରେ ଓ ଶଷେ ବିଚାର ବିଷୟ ରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହବୋ ଉଚିତ୍।

Hebrews 9:10
ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்