Base Word
ἀτενίζω
Short Definitionto gaze intently
Long Definitionto fix the eyes on, gaze upon
Derivationfrom a compound of G0001 (as a particle of union) and τείνω (to stretch)
Same asG0001
International Phonetic Alphabetɑ.tɛˈni.zo
IPA modɑ.te̞ˈni.zow
Syllableatenizō
Dictionah-teh-NEE-zoh
Diction Modah-tay-NEE-zoh
Usagebehold earnestly (stedfastly), fasten (eyes), look (earnestly, stedfastly, up stedfastly), set eyes

Luke 4:20
ଯୀଶୁ ପୁସ୍ତକ ବନ୍ଦ କରି ସବେକଙ୍କୁ ଫରୋଇ ଦେଲେ। ତାପରେ ସେ ବସି ପଡିଲେ। ସମାଜଗୃହ ରେ ଥିବା ପ୍ରେତ୍ୟକକ ଲୋକର ଲକ୍ଷ୍ଯ ତାହାଙ୍କ ଉପରେ ଥିଲା।

Luke 22:56
ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।

Acts 1:10
ଯୀଶୁ ଚାଲି ଯାଉଥିଲେ ଓ ପ୍ ରରେିତମାନେ ଆକାଶକୁ ଚାହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସମାନଙ୍କେ ପାଖ ରେ ଆସି ଠିଆ ହେଲେ।

Acts 3:4
ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, ଆମ୍ଭ ଆଡ଼େ ଚାହଁ।

Acts 3:12
ତୁମ୍ଭମାନେେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଅମ୍ଭ ଶକ୍ତି ବା ଭକ୍ତି ବଳ ରେ ଏହି ଲୋକକୁ ଚ଼ାଲିବାକୁ ଦଲେୁ।

Acts 6:15
ଏହାଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟି ରେ ଦେଖିଲେ। ତାହାଙ୍କ ମୁଖ ସ୍ବର୍ଗଦୂତଙ୍କ ମୁଖ ପରି ଦଖାଗେଲା ଓ ସମାନେେ ତାହା ଦେଖିଲେ।

Acts 7:55
କିନ୍ତୁ ସ୍ତିଫାନ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଆକାଶକୁ ଚାହିଁଲେ। ସଠାେରେ ସେ ପରମେଶ୍ବରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ବରଙ୍କ ଡାହାଣ ପଟେ ଠିଆ ହବୋର ଦେଖିଲେ।

Acts 10:4
କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?

Acts 11:6
ମୁଁ ମନୋୟୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥି ରେ ଚ଼ାରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି।

Acts 13:9
ତେଣୁ ପାଉଲ ନାମ ରେ ପରିଚ଼ିତ ଶାଉଲ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଅଲ୍ଲୀମା ଯାଦୁକରକୁ କଠାେର ଦୃଷ୍ଟି ରେ ଚ଼ାହିଁ ତାହାକୁ କହିଲେ, ଆ ରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ୟ୍ଯର ଶତୃ!

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்