Acts 21:34
ଲୋକ ଗହଳି ଭିତରୁ ଲୋକେ ଚ଼ିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସନୋପତି ଏପରି କୋଳାହଳ ଦେଖି କାହାର କଥା ସତ୍ଯ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ଯ ନିବାସକୁ ନଇେ ୟିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପେଛ ପେଛ ଚ଼ିତ୍କାର କରି ଯାଉଥିଲେ।
Acts 22:30
ତହିଁ ଆର ଦିନ ସନୋଧ୍ଯକ୍ଷ ଜାଣିବା ପାଇଁ ଚାହିଁଲେ, ଯିହୂଦୀମାନେ ପ୍ରକୃତ ରେ ପାଉଲଙ୍କ ବିରୁଦ୍ଧ ରେ କଣ ଦୋଷରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରି ଦେଲେ ଏବଂ ୟିହୁଦୀ ମୁଖ୍ଯ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହବୋକୁ ଆଦେଶ ଦେଲେ। ତା'ପରେ ସନୋଧ୍ଯକ୍ଷ ପାଉଲଙ୍କର ଶିକୁଳି ଖାଲିେ ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖ ରେ ବିଚ଼ାର ପାଇଁ ଠିଆ କରାଇଲେ।
Acts 25:26
କିନ୍ତୁ ମୁଁ ପ୍ରକୃତ ରେ ଜାଣି ପାରୁନାହିଁ, ସମ୍ରାଟଙ୍କୁ ତା' ବିଷୟ ରେ କଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶଷେ କରି ଆପଣଙ୍କ ପାଖକୁ ଆଣିଛି। ମାରେ ଆଶା, ଆପଣ ତାକୁ ପ୍ରଶ୍ନ ପଚ଼ାରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମାେତେ କିଛି କହିବେ।
Philippians 3:1
ଆଉ ଏବେ ହେ ମାରେ ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠା ରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସହେି ଏକାକଥା ଲେଖିବା ରେ, ମାେତେ କଷ୍ଟ ହୁଏ ନାହିଁ, କାରଣ ଏହାଦ୍ବାରା ତୁମ୍ଭମାନେେ ଅଧିକ ପ୍ରସ୍ତୁତ ହାଇେ ରହିବ।
Hebrews 6:19
ଆମ୍ଭର ସହେି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢୁଆଳ ରେ ଥିବା ପବିତ୍ର ସ୍ଥାନ ରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରେଖ।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்