Base Word
ἀριστερός
Short Definitionthe left hand (as second-best)
Long Definitionleft
Derivationapparently a comparative of the same as G0712
Same asG0712
International Phonetic Alphabetɑ.ri.stɛˈros
IPA modɑ.ri.ste̞ˈrows
Syllablearisteros
Dictionah-ree-steh-ROSE
Diction Modah-ree-stay-ROSE
Usageleft (hand)

Matthew 6:3
ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତବେେଳେ ତୁମ୍ଭର ଡାହାଣ ହାତ କଣ କରୁଛି, ସେ ବିଷୟ ରେ ବାମ ହାତକୁ ମଧ୍ଯ ଜାଣିବାକୁ ସୁଯୋଗ ଦିଅନାହିଁ। ତୁମ୍ଭେ କ'ଣ କରୁଛ, ତାହା ଯେପରି କହେି ନ ଜାଣନ୍ତୁ।

Luke 23:33
'କପାଳ' ନାମକ ସ୍ଥାନକୁ ଯୀଶୁ ଓ ସହେି ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆଗଲା। ସଠାେରେ ସୈନ୍ଯମାନେ ଯୀଶୁଙ୍କୁ କୃଶବିଦ୍ଧ କଲେ। ସମାନେେ ସହେି ଅପରାଧୀମାନଙ୍କ ମଧ୍ଯରୁ ଜଣକୁ ଯୀଶୁଙ୍କ ଡାହାଣ ପାଖ ରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖ ରେ ରଖିଲେ।

2 Corinthians 6:7
ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்