Base Word
ἀποτάσσομαι
Short Definitionliterally, to say adieu (by departing or dismissing); figuratively, to renounce
Long Definitionto set apart, separate
Derivationmiddle voice from G0575 and G5021
Same asG0575
International Phonetic Alphabetɑ.poˈtɑs.so.mɛ
IPA modɑ.powˈtɑs.sow.me
Syllableapotassomai
Dictionah-poh-TAHS-soh-meh
Diction Modah-poh-TAHS-soh-may
Usagebid farewell, forsake, take leave, send away

Mark 6:46
ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।

Luke 9:61
ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।

Luke 14:33
ସହେିଭଳି ତୁମ୍ଭମାନେେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭମାନେେ ମାେତେ ଅନୁସରଣ କରିବାକୁ ଚାହିଁଲେ ତୁମ୍ଭମାନଙ୍କର ପ୍ରେତ୍ୟକକ ବିଷୟ ତ୍ଯାଗ କରିବ। ତୁମ୍ଭମାନେେ ଯଦି ତାହା କରି ନପାରିବ, ତବେେ ମାରେ ଶିଷ୍ଯ ହାଇେ ପାରିବନାହିଁ।

Acts 18:18
ପାଉଲ ସଠାେରେ ଭାଇମାନଙ୍କ ସହିତ ଅନକେ ଦିନ ରହିଲେ। ତା'ପରେ ସେ ବିଦାୟ ନଇେ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ବିଲା ମଧ୍ଯ ଗଲେ। ପରମେଶ୍ବରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ ରଯୋ ରେ ଲଣ୍ଡା ହେଲେ।

Acts 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।

2 Corinthians 2:13
ସଠାେରେ ମାେ ଭାଇ ତିତସକୁ ନ ପାଇ ମୁଁ ମାେ ମନ ରେ ଶାନ୍ତି ହରାଇଲି। ସେଥିପାଇଁ ସମାନଙ୍କେଠାରୁ ବିଦାୟ ନଇେ ମୁଁ ମାକିଦନିଆକୁ ଗଲି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்