Base Word
ἀποκρύπτω
Short Definitionto conceal away (i.e., fully); figuratively, to keep secret
Long Definitionto hide
Derivationfrom G0575 and G2928
Same asG0575
International Phonetic Alphabetɑ.poˈkry.pto
IPA modɑ.powˈkrju.ptow
Syllableapokryptō
Dictionah-poh-KROO-ptoh
Diction Modah-poh-KRYOO-ptoh
Usagehide

Matthew 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

Matthew 25:18
କିନ୍ତୁ ଯେଉଁ ଲୋକଟି କବଳେ ଗୋଟିଏ ମାତ୍ର ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ଯାଇ ତା' ମାଲିକର ଧନକୁ ନଇେ ମାଟି ରେ ଗୋଟିଏ ଗାତ ଖାେଳି ସେଥିଲେ ଲୁଚାଇ ରଖିଲା।

Luke 10:21
ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।

1 Corinthians 2:7
କିନ୍ତୁ ଆମ୍ଭମାନେେ ପରମେଶ୍ବରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହବୋ ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ବର ଏହି ଜ୍ଞାନର ଯୋଜନା କରିଥିଲେ।

Ephesians 3:9
ପରମେଶ୍ବରଙ୍କ ଗୁପ୍ତ ସତ୍ଯକୁ ସମସ୍ତଙ୍କୁ କହିବା ଦାଯିତ୍ବ ପରମେଶ୍ବର ମାେତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ଯ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଭିତ ରେ ଗୁପ୍ତ ରହିଥିଲା।

Colossians 1:26
ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ଯଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସହେି ଗୁପ୍ତ ସତ୍ଯ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்