Mark 9:43
ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟିଦିଅ।
Mark 9:45
ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟି ଦିଅ।
John 18:10
ଶିମାନେ ପିତରଙ୍କ ପାଖ ରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ଯ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସହେି ଦାସର ନାମ ମାଲ୍ଖ ଥିଲା।
John 18:26
ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।
Acts 27:32
ତେଣୁ ସୈନିକମାନେ ଜୀବନ ରକ୍ଷକ ଡ଼ଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣି ରେ ପକଇେ ଦେଲେ।
Galatians 5:12
ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତଜେିତ କରୁଛନ୍ତି, ସମାନେେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାଁନ୍ତି କାହିଁକି ?
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்