| Base Word | |
| ἀποκεφαλίζω | |
| Short Definition | to decapitate |
| Long Definition | to cut off the head, behead, decapitate |
| Derivation | from G0575 and G2776 |
| Same as | G0575 |
| International Phonetic Alphabet | ɑ.po.kɛ.fɑˈli.zo |
| IPA mod | ɑ.pow.ce̞.fɑˈli.zow |
| Syllable | apokephalizō |
| Diction | ah-poh-keh-fa-LEE-zoh |
| Diction Mod | ah-poh-kay-fa-LEE-zoh |
| Usage | behead |
Matthew 14:10
ସେ କାରାଗାର ରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ।
Mark 6:16
େ ହରୋଦ ଯୀଶୁଙ୍କ ବିଷୟ ରେ ଏସବୁ ଶୁଣିଲେ। ସେ କହିଲେ, ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ଯା କରିଛି। ବର୍ତ୍ତମାନ ଯୋହନ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛନ୍ତି।
Mark 6:27
ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।
Luke 9:9
କିନ୍ତୁ େ ହରୋଦ କହିଲେ, ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତବେେ ଏ କିଏ, ଯାହାଙ୍କ ବିଷୟ ରେ ମୁଁ ଏଭଳି କଥା ଶୁଣୁଛି? ତେଣୁ ହରେୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்