Base Word
χωρίς
Short Definitionat a space, i.e., separately or apart from (often as preposition)
Long Definitionseparate, apart
Derivationadverb from G5561
Same asG5561
International Phonetic Alphabetxoˈris
IPA modxowˈris
Syllablechōris
Dictionhoh-REES
Diction Modhoh-REES
Usagebeside, by itself, without

Matthew 13:34
ଯୀଶୁ ସବୁ କିଛି କାହାଣୀ ମାଧ୍ଯମ ରେ କହୁଥିଲେ। ବାସ୍ତବ ରେ ସେ ସମାନଙ୍କେୁ କାହାଣୀ ମାଧ୍ଯମ ଛଡା କିଛି କହୁନଥିଲେ।

Matthew 14:21
ସଠାେରେ ପ୍ରାୟ କବଳେ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା'ଛଡା ସ୍ତ୍ରୀ ଲୋକ ଓ ପିଲାମାନେ ମଧ୍ଯ ଖାଇଥିଲେ।

Matthew 15:38
ସଠାେରେ ପ୍ରାୟ ଚ଼ାରି ହାଜାର ପୁରୁଷ ଖାଇଥିଲେ। ସମାନଙ୍କେ ଛଡା ସ୍ତ୍ରୀ ଓ ପିଲାମାନେ ମଧ୍ଯ ଖାଇଥିଲେ।

Mark 4:34
ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।

Luke 6:49
କିନ୍ତୁ ଯେଉଁ ଲୋକ ମାରେଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୁଳଦୁଆ ନପକାଇ କବଳେ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତବେେଳେ ବଢି ଆ ସେ, ଘରଟି ଅତି ସହଜ ରେ ପଡିଯାଏ ଏବଂ ସଂପୂର୍ଣ୍ଣ ରୂପେ ନଷ୍ଟ ହାଇଯୋଏ।

John 1:3
ତାହାଙ୍କ ଦ୍ବାରା ସବୁ କିଛି ସୃଷ୍ଟି ହାଇେଛି। ଏହି ସଂସାର ରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ବାରା ସୃଷ୍ଟି ହାଇେ ନାହିଁ।

John 15:5
ମୁଁ ଦ୍ରାକ୍ଷାଲତା ଓ ତୁମ୍ଭମାନେେ ଶାଖା। ଯେଉଁ ଲୋକ ମାେ'ଠା ରେ ରହେ ଓ ମୁଁ ତାଠା ରେ ରହେ, ସହେି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମାେ ବିନା ସେ କିଛି କରି ପାରିବ ନାହିଁ।

John 20:7
ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡ ରେ ଗୁଡା ହାଇେଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖ ରେ ନଥାଇ ଅଲଗା ଜାଗା ରେ ଗୁଡଇେ ହାଇେ ପଡିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡି ନଥିଲା।

Romans 3:21
କିନ୍ତୁ ବିନା ବ୍ଯବସ୍ଥା ରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ବରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସହେି ନୂତନ ପଥ ଦଖାଇେ ଦଇେଛନ୍ତି। ଏହି ନୂତନ ପଥ ବିଷୟ ରେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତା ଆମ୍ଭକୁ କହୁଛନ୍ତି।

Romans 3:28
ଏହାର କାରଣ ହେଲା ଜଣେ ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ନୁହେଁ ବରଂ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥା ରେ ଆମ୍ଭେ ବିଶ୍ବାସ କରୁ।

Occurences : 40

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்