Base Word
χρῄζω
Short Definitionto make (i.e., have) necessity, i.e., be in want of
Long Definitionto have need of, to be in want of
Derivationfrom G5532
Same asG5532
International Phonetic Alphabetˈxre.zo
IPA modˈxre̞.zow
Syllablechrēzō
DictionHRAY-zoh
Diction ModHRAY-zoh
Usage(have) need

Matthew 6:32
ଯେଉଁଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ଏସବୁ ପଛ ରେ ଦୌଡ଼ନ୍ତିନ୍ତି। କିନ୍ତୁ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର।

Luke 11:8
ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶୟେ ଛାଡି ଉଠିବା, ଓ ତୁମ୍ଭକୁ ରେୋଟୀ ଦବୋ ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ବ ୟଥେଷ୍ଟ ହାଇେ ପାରି ନଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଚାଲିଥାଅ, ତବେେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦବେ।

Luke 12:30
ଏ ପୃଥିବୀ ରେ ସମସ୍ତେ ସଗେୁଡିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସଗେୁଡିକ ଦରକାର।

Romans 16:2
ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।

2 Corinthians 3:1
ଆମ୍ଭେ କ'ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ ? ଆମ୍ଭେ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନବୋ ଦରକାର କି ? କେତକେ ଲୋକ ଏପରି କରନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்