Base Word
χρεία
Short Definitionemployment, i.e., an affair; also (by implication) occasion, demand, requirement or destitution
Long Definitionnecessity, need
Derivationfrom the base of G5530 or G5534
Same asG5530
International Phonetic Alphabetˈxri.ɑ
IPA modˈxri.ɑ
Syllablechreia
DictionHREE-ah
Diction ModHREE-ah
Usagebusiness, lack, necessary(-ity), need(-ful), use, want

Matthew 3:14
କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠା ରେ ନବୋ ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, ମାରେ ତୁମ୍ଭଠାରୁ ବାପ୍ତସ୍ମ ନବୋ ଦରକାର। ତୁମ୍ଭେ ମାେ ପାଖକୁ କାହିଁକି ଆସିଛ?

Matthew 6:8
ଏଣୁ ତୁମ୍ଭେ ସମାନଙ୍କେ ଭଳି ହୁଅନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି।

Matthew 9:12
ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, ଜଣେ ସୁସ୍ଥ ଲୋକ ପାଇଁ ଡାକ୍ତର ଆବଶ୍ଯକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।

Matthew 14:16
କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ସମାନଙ୍କେର ୟିବା ଦରକାର ନାହିଁ। ତୁମ୍ଭେ ସମାନଙ୍କେୁ କିଛି ଖାଇବାକୁ ଦିଅ।

Matthew 21:3
ଯଦି ତୁମ୍ଭକୁ କହେି ଲୋକ ପଚ଼ା ରେ ଯେ, ତୁମ୍ଭମାନେେ କାହିଁକି ଗଧ ଦୁହିଁଙ୍କୁ ନଇେ ଯାଉଛ, ତବେେ ତୁମ୍ଭେ କହିବ 'ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସମାନଙ୍କେୁ ସଙ୍ଗେ ସଙ୍ଗେ ପଠାଇ ଦବେେ।'

Matthew 26:65
ମହାୟାଜକ ଏକଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକଇେଲେ ଓ ସେ କହିଲେ, ଏ ଯେଉଁ ସବୁ କଥା କହିଲେ, ତା' ଦ୍ବାରା ପରମେଶ୍ବରଙ୍କର ନିନ୍ଦା ହାଇେଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭମାନେେ ପରମେଶ୍ବରଙ୍କର ନିନ୍ଦା ଶୁଣିଛ। ତୁମ୍ଭମାନେେ ତବେେ କ'ଣ ଭାବୁଛ?

Mark 2:17
ଯୀଶୁ ଏହା ଶୁଣି ସମାନଙ୍କେୁ କହିଲେ, ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କାବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିନାହିଁ। ମୁଁ କବଳେ ପାପୀମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିଛି।

Mark 2:25
ଯୀଶୁ କହିଲେ, ତୁମ୍ଭମାନେେ ଦାଉଦଙ୍କ ବିଷୟ ରେ ପଢିଛ ଯେ ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲା ବେଳେ ଓ ଆହାରର ଆବଶ୍ଯକ ଥିଲା ବେଳେ କ'ଣ କରିଥିଲେ?

Mark 11:3
ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନଇେ ଯାଉଛ ବୋଲି ପଚା ରେ, ତବେେ ତୁମ୍ଭମାନେେ ତାହାକୁ କହିବ, ପ୍ରଭୁଙ୍କର ଏହା ଦରକାର ଅଛି। ତା'ପରେ ତାହାକୁ ଶୀଘ୍ର ଫରୋଇ ଦବେେ।

Mark 14:63
ମହାୟାଜକ ଏକଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗ ରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, ଆମ୍ଭର ଆଉ ସାକ୍ଷୀର କ'ଣ ଦରକାର?

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்