Base Word
χαλάω
Short Definitionto lower (as into a void)
Long Definitionto loosen, slacken, relax
Derivationfrom the base of G5490
Same asG5490
International Phonetic Alphabetxɑˈlɑ.o
IPA modxɑˈlɑ.ow
Syllablechalaō
Dictionha-LA-oh
Diction Modha-LA-oh
Usagelet down, strike

Mark 2:4
ଲୋକ ଭିଡ ହାଇେ ଯାଇଥିବାରୁ ସମାନେେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସମାନେେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣା ରେ ପଡି ଥିବା ପକ୍ଷଘାତ ରୋଗୀଟିକୁ ସହେି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ୟ୍ଯନ୍ତ, ତଳକୁ ଝୁଲାଇ ଦେଲେ।

Luke 5:4
ଉପଦେଶ ଦଇେ ସାରିବା ପରେ ଯୀଶୁ ଶିମାନଙ୍କେୁ କହିଲେ, ଡଙ୍ଗାକୁ ଗଭୀର ଜଳକୁ ନଇେ ଚାଲ। ପାଣି ରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକଇବେ, ତବେେ କିଛି ମାଛ ଧରିବ।

Luke 5:5
ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।

Acts 9:25
କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତି ରେ ଟୋକଇେ ରେ ନଇେ ପାଚରେୀ ଆରପଟେ ଛାଡ଼ି ଦେଲେ।

Acts 27:17
କବଳେ ତାହାକୁ ଜାହାଜ ଭିତରକୁ ନଲେୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଚ଼ାରିପଟେ ଦଉଡ଼ି ରେ ବାନ୍ଧି ଦେଲେ। ନାବିକମାନେ ଚେ଼ାରାବାଲି ରେ ଜାହାଜ ଲାଗିୟିବାର ଭୟ କଲେ। ତେଣୁ ସମାନେେ ଉପର ପାଲଗୁଡ଼ିକ ଖ ସଇେ ପବନ ରେ ଜାହାଜଟିକୁ ଭ ସଇେ ଦେଲେ।

Acts 27:30
କେତକେ ନାବିକ ଜାହାଜ ଛାଡ଼ି ଚ଼ାଲିୟିବାକୁ ଚାହିଁଲେ। ତେଣୁ ସମାନେେ ଜୀବନରକ୍ଷକ ଡ଼ଙ୍ଗାକୁ ପାଣି ରେ ଖ ସଇେ ଦେଲେ। ଯାହା ଫଳ ରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନା ରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି।

2 Corinthians 11:33
କିନ୍ତୁ ସହର ପାଚରେୀ ରେ ଥିବା ଗୋଟିଏ ଝରକା ବାଟ ଦଇେ, ଗୋଟିଏ ବାକ୍ସ ରେ ବସାଇ ମାେତେ କେତକେ ବନ୍ଧୁମାନଙ୍କ ଦ୍ବାରା ବାହାରକୁ ଓହ୍ଲାଇ ନିଆ ୟିବାରୁ ମୁଁ ରାଜ୍ଯପାଳଙ୍କ ହାତରୁ ରକ୍ଷା ପାଇ ଗଲି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்