Base Word
ὑπόδειγμα
Short Definitionan exhibit for imitation or warning (figuratively, specimen, adumbration)
Long Definitiona sign suggestive of anything, delineation of a thing, representation, figure, copy
Derivationfrom G5263
Same asG5263
International Phonetic Alphabethyˈpo.ðiɣ.mɑ
IPA modjuˈpow.ðiɣ.mɑ
Syllablehypodeigma
Dictionhoo-POH-theeg-ma
Diction Modyoo-POH-theeg-ma
Usage(ex-, ens-)ample, pattern

John 13:15
ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ବରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧିଅରେ ଏହିପରି କରିବ।

Hebrews 4:11
ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।

Hebrews 8:5
ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।313

Hebrews 9:23
ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ ରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର।

James 5:10
ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସମାନେେ ଅନକେ ଯାତନା ସହି ଥିଲେ ହେଁ ର୍ଧୈୟ୍ଯବାନ ଥିଲେ।

2 Peter 2:6
ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்