Base Word
τυγχάνω
Short Definitionakin to the base of G5088 through the idea of effecting; properly, to affect; or (specially), to hit or light upon (as a mark to be reached), i.e., (transitively) to attain or secure an object or end, or (intransitively) to happen (as if meeting with); but in the latter application only impersonal (with G1487), i.e., perchance; or (present participle) as adjective, usual (as if commonly met with, with G3756, extraordinary), neuter (as adverb) perhaps; or (with another verb) as adverb, by accident (as it were)
Long Definitionto hit the mark
Derivationprobably for an obsolete τύχω (for which the middle voice of another alternate τεύχω (to make ready or bring to pass) is used in certain tenses
Same asG1487
International Phonetic Alphabettyŋˈxɑ.no
IPA modtjuŋˈxɑ.now
Syllabletynchanō
Dictiontoong-HA-noh
Diction Modtyoong-HA-noh
Usagebe, chance, enjoy, little, obtain, X refresh...self, + special

Luke 10:30
ଏହି ପ୍ରଶ୍ନର ଉତ୍ତର ଦବୋକୁ ଯାଇ ଯୀଶୁ କହିଲେ, ଜଣେ ଲୋକ ୟିରୂଶାଲମରୁ ଯିରୀହାକେୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ ରେ ପଡିଲା। ସମାନେେ ତା' ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ ମାରି ଅର୍ଦ୍ଧମୃତ ଅବସ୍ଥା ରେ ପକାଇଦଇେ ଚାଲିଗଲେ।

Luke 20:35
କିନ୍ତୁ କେତକେ ଲୋକ ମୃତ୍ଯୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ଯ ହବେେ ଓ ସମାନେେ ଏହି ଜୀବନ ପରେ ମଧ୍ଯ ପୁଣି ଜୀବିତ ରହିବେ। ସହେି ଜୀବନ ରେ ସମାନେେ ବିବାହ କରିବେ ନାହିଁ।

Acts 19:11
ପରମେଶ୍ବର ପାଉଲଙ୍କ ମାଧ୍ଯମ ରେ ଅତି ଅସାଧାରଣ କାର୍ୟ୍ଯମାନ କରୁଥିଲେ।

Acts 24:2
ତେଣୁ ପାଉଲଙ୍କୁ ଡ଼କା ହେଲା। ତତ୍ତୁର୍ଲ୍ଲ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ, ହେ ମହାମାନ୍ଯ ଫଲେିକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାେଶ ବହୁତ ଶାନ୍ତି ରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ଯବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗଁୁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ୟ୍ଯ ହାଇପୋରୁଛି।

Acts 26:22
କିନ୍ତୁ ମାେତେ ପରମେଶ୍ବର ସାହାୟ୍ଯ କଲେ। ସେ ଆଜି ପର୍ୟ୍ଯନ୍ତ ମାେତେ ସାହାୟ୍ଯ କରିଆସୁଛନ୍ତି। ପରମେଶ୍ବରଙ୍କ ସାହାୟ୍ଯ ପାଇ ମୁଁ ଏଠା ରେ ଠିଆ ହାଇେଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁନାହିଁ। ମାଶାେ ଓ ଭାବବାଦୀମାନେ ଯାହା ସବୁ ଘଟିବ ବୋଲି କହିଛନ୍ତି, ମୁଁ ସହେି କଥା କହୁଛି।

Acts 27:3
ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।

Acts 28:2
ବହୁତ ଥଣ୍ଡା ଲାଗୁଥିଲା, ଦ୍ବୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦଖାଇେଲେ। ସମାନେେ ଆମ୍ଭପାଇଁ ନିଆଁ ଜଳଇେ ଆମ୍ଭକୁ ସ୍ବାଗତ କଲେ।

1 Corinthians 14:10
ଏହା ସତ୍ଯ ଯେ, ସଂସାର ରେ ଅନକେ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।

1 Corinthians 15:37
ବୁଣିଲା ବେଳେ ତୁମ୍ଭମାନେେ ଯାହା ବୁଣ, ବିକଶିତ ହେଲା ପରେ ତାହା ସହେି ଶରୀର ଧାରଣ କରେ ନାହିଁ। ତୁମ୍ଭମାନେେ ଗହମ ହେଉ ବା ଅନ୍ୟ କୌଣସି ଶସ୍ଯ ହେଉ, କବଳେ ବୀଜଟି ବୁଣ।

1 Corinthians 16:6
ସେତବେେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମାେ ଯାତ୍ରା ରେ, ମୁଁ ଯେଉଁଠାକୁ ୟିବି, ତୁମ୍ଭମାନେେ ମାେତେ ସାହାୟ୍ଯ କରିପାରିବ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்