Base Word
τάχιον
Short Definitionmore swiftly, i.e., (in manner) more rapidly, or (in time) more speedily
Long Definitionmore swiftly, more quickly
Derivationneuter singular of the comparative of G5036 (as adverb)
Same asG5036
International Phonetic Alphabetˈtɑ.xi.on
IPA modˈtɑ.çi.own
Syllabletachion
DictionTA-hee-one
Diction ModTA-hee-one
Usageout (run), quickly, shortly, sooner

John 13:27
ୟିହୂଦା ରୋଟୀ ନଲୋ ବେଳେ ଶୟତାନ ତା' ଭିତ ରେ ପ୍ରବେଶ କଲା। ଯୀଶୁ ୟିହୂଦାକୁ କହିଲେ, ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।

John 20:4
ସମାନେେ ଦୁ ହେଁ ଦୌଡୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ଯଜଣକ ଜୋର୍ ରେ ଦୌଡୁଥିଲେ। ତେଣୁ ସେ ପ୍ରଥମେ କବର ପାଖ ରେ ପହନ୍ଚିଲେ।

1 Timothy 3:14
ମୁଁ ତୁମ୍ଭ ପାଖକୁ ଶୀଘ୍ର ୟିବି ବୋଲି ଆଶା କରେ।

Hebrews 13:19
ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି, ତୁମ୍ଭମାନେେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ବର ମାେତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶଷେ ଭାବରେ ଚା ହେଁ।

Hebrews 13:23
ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହାଇେ ଅଛନ୍ତି, ଏହା ତୁମ୍ଭମାନେେ ଜାଣ ବୋଲି ମାରେ ଇଚ୍ଛା। ଯଦି ସେ ମାେ ପାଖକୁ ଶୀଘ୍ର ଆସନ୍ତି, ତା' ହେଲେ ଆମ୍ଭେ ଦୁ ହେଁ ତୁମ୍ଭମାନଙ୍କ ଦଖାେ କରିବାକୁ ଆସିବୁ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்