No lexicon data found for Strong's number: 4738

Luke 18:13
କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।

Luke 23:48
ଅନକେ ଲୋକ ଏହି ଘଟଣା ଦଖାବୋକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସମାନେେ ଅତ୍ଯନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶଷେ ରେ ସମାନେେ ଫରେିଗଲେ।

John 13:25
ସେ ଷ୍ଯ ଜଣକ ଯୀଶୁଙ୍କର ବକ୍ଷସ୍ଥଳ ରେ ଆହୁରି ଆଉଜି ପଡି ପଚାରିଲେ, ପ୍ରଭୁ କିଏ ତୁମ୍ଭ ବିରୁଦ୍ଧ ରେ ୟିବ?

John 21:20
ପିତର ବୁଲି ପଡି ଦେଖିଲେ ଯେ ଯେଉଁ ଶିଷ୍ଯଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସେ ସମାନଙ୍କେ ଅନୁଗମନ କରୁଛନ୍ତି। ( ସହେି ରାତ୍ରି ଭୋଜନ ବେଳେ, ସହେି ଶିଷ୍ଯ ଯୀଶୁଙ୍କ ଶରୀର ରେ ଆଉଜି ପଡି, ପ୍ରଚାରି ଥିଲେ, ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧ ରେ ୟିବ?)

Revelation 15:6
ସହେି ମନ୍ଦିର ଭିତରୁ ସାତଜଣ ଦୂତ ସାତାଟେି ମହାମାରୀଗୁଡ଼ିକୁ ଧରି ବାହରି ଆସିଲେ। ସମାନେେ ଶୁଦ୍ଧ, ଉଜ୍ଜ୍ବଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ବକ୍ଷ ରେ ସୁବର୍ଣ୍ଣ ବନ୍ଧନୀ ଥିଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்