Base Word
σπεῖρα
Short Definitiona coil (spira, "spire"), i.e., (figuratively) a mass of men (a Roman military cohort; also (by analogy) a squad of Levitical janitors)
Long Definitionanything rolled into a circle or ball, anything wound, rolled up, folded together
Derivationof immediate Latin origin, but ultimately a derivative of G0138 in the sense of its cognate G1507
Same asG0138
International Phonetic Alphabetˈspi.rɑ
IPA modˈspi.rɑ
Syllablespeira
DictionSPEE-ra
Diction ModSPEE-ra
Usageband

Matthew 27:27
ତା'ପରେ ପୀଲାତଙ୍କ ସୈନ୍ଯମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନଇଗେଲେ। ସବୁ ସୈନ୍ଯତକ ଯୀଶୁଙ୍କ ଚାରିପଟେ ଜମା ହାଇଗେଲେ।

Mark 15:16
ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।

John 18:3
ତେଣୁ ସେ ଦଳେ ସୈନ୍ଯଙ୍କୁ ନଇେ ବଗିଗ୍ଭକୁ ଗଲା। ସେ ମୁଖ୍ଯ ଯାଜକ ଓ ଫାରୂଶୀମାନଙ୍କ ମଧ୍ଯରୁ କେତକେ ପ୍ରହରୀମାନଙ୍କୁ ମଧ୍ଯ ଆଣିଥିଲା। ସମାନେେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସଠାେରେ ପହନ୍ଚିଲେ।

John 18:12
ତା'ପରେ ସୈନ୍ଯମାନେ ଓ ସମାନଙ୍କେ ସନୋପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ।

Acts 10:1
କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।

Acts 21:31
ଲୋକମାନେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିବା ସମୟରେ ରୋମୀୟ ସନୋପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ୟିରୂଶାଲମ ରେ ଉତ୍ତଜେନା ଖଳେି ଯାଇଛି।

Acts 27:1
ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்