Base Word
πυρετός
Short Definitioninflamed, i.e., (by implication) feverish (as noun, fever)
Long Definitionfiery heat
Derivationfrom G4445
Same asG4445
International Phonetic Alphabetpy.rɛˈtos
IPA modpju.re̞ˈtows
Syllablepyretos
Dictionpoo-reh-TOSE
Diction Modpyoo-ray-TOSE
Usagefever

Matthew 8:15
ଯୀଶୁ ତାହାଙ୍କୁ ଛୁଇଁ ଦେଲେ, ଓ ତାହାଙ୍କର ଜ୍ବର ଛାଡିଗଲା। ତାପରେ ସେ ଉଠି ଯୀଶୁଙ୍କ ସବୋ କରିବାକୁ ଲାଗିଲେ।

Mark 1:31
ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହାବା ରେ ସାହାୟ୍ଯ କଲେ। ତାହାଙ୍କର ଜ୍ବର ଛାଡିଗଲା ଓ ସେ ସୁସ୍ଥ ହାଇଗେଲେ। ତା'ପରେ ସେ ସମାନଙ୍କେର ପରିଚର୍ୟ୍ଯା କରିବାକୁ ଲାଗିଲେ।

Luke 4:38
ଯୀଶୁ ସମାଜଗୃହ ଛାଡି ଶିମାନଙ୍କେ ଘରକୁ ଗଲେ। ଶିମାନଙ୍କେ ଶାଶୁଙ୍କୁ ଭୟଙ୍କର ଜ୍ବର ହାଇେଥିଲା। ସମାନେେ ଯୀଶୁଙ୍କୁ, ତାହାଙ୍କୁ ସାହାୟ୍ଯ କରିବା ପାଇଁ କହିଲେ।

Luke 4:39
ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।

John 4:52
ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡକୁ ଗତି କଲା? ସେ ପଚାରିଲେ।

Acts 28:8
ସହେି ସମୟରେ ପୁବ୍ଲିୟଙ୍କ ପିତା ଜ୍ବର ଓ ଝାଡ଼ା ରେ ଶୟ୍ଯାଶାଯୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରି ଦେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்