Base Word
προστίθημι
Short Definitionto place additionally, i.e., lay beside, annex, repeat
Long Definitionto put to
Derivationfrom G4314 and G5087
Same asG4314
International Phonetic Alphabetprosˈti.θe.mi
IPA modprowsˈti.θe̞.mi
Syllableprostithēmi
Dictionprose-TEE-thay-mee
Diction Modprose-TEE-thay-mee
Usageadd, again, give more, increase, lay unto, proceed further, speak to any more

Matthew 6:27
ତୁମ୍ଭ ଭିତ ରେ ଏପରି କହେି ନାହିଁ, ଯକେି ଚିନ୍ତାଗ୍ରସ୍ତ ହାଇେ ନିଜ ଜୀବନ କାଳ ସହିତ ଘଡିଏ ହେଲେ ସମୟ ଯୋଗ କରି ପାରିବ।

Matthew 6:33
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।

Mark 4:24
ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହାଇେ ବିଚାର କରା ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ବର ତୁମ୍ଭକୁ ଠିକ୍ ସହେିଭଳି ଭାବରେ ଦବେେ। ବରଂ ପରମେଶ୍ବର ତୁମ୍ଭକୁ ଆହୁରି ଅଧିକ ଦବେେ।

Luke 3:20
ସହେିଭଳି ହରେୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳା ରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥି ରେ ଏହି କୁକର୍ମଟି ୟୋଗ ହେଲା।

Luke 12:25
ତୁମ୍ଭମାନଙ୍କ ଭିତ ରେ କ'ଣ ଏପରି କିଏ ଅଛି, ଯେ କି ଏଗୁଡିକ ପାଇଁ ବ୍ଯସ୍ତ ହବୋ ଦ୍ବାରା ନିଜ ପରମାଯୁ ରେ ଆଉ ଘଡିଏ ସମୟ ୟୋଡି ପାରିବ?

Luke 12:31
ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଚାହିଁବା ଉଚିତ, ତାହା ହେଉଛି ସ୍ବର୍ଗରାଜ୍ଯ। ତା ହେଲେ ତୁମ୍ଭମାନେେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆୟିବ।

Luke 17:5
ପ୍ ରରେିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭକୁ ଅଧିକ ବିଶ୍ବାସ ପ୍ରଦାନ କର।

Luke 19:11
ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।

Luke 20:11
ତେଣୁ ଲୋକଟି ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ଏହି ଲୋକଟିକୁ ମାଡ ମାରିଲେ ଓ ତାପ୍ରତି ଅସମ୍ମାନ ବ୍ଯବହାର କଲେ। ସମାନେେ ତାକୁ ମଧ୍ଯ କିଛି ନଦଇେ ପଠଇେ ଦେଲେ।

Luke 20:12
ତେଣୁ ଜମିମାଲିକ ପୁଣି ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ତାକୁ ଭୟଙ୍କର ଭାବରେ କ୍ଷତବିକ୍ଷତ କରି ବାହାରକୁ ଫିଙ୍ଗି ଦେଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்