Base Word
πόνος
Short Definitiontoil, i.e., (by implication) anguish
Long Definitiongreat trouble, intense desire
Derivationfrom the base of G3993
Same asG3993
International Phonetic Alphabetˈpo.nos
IPA modˈpow.nows
Syllableponos
DictionPOH-nose
Diction ModPOH-nose
Usagepain

Revelation 16:10
ପଞ୍ଚମ ଦୂତ ତାହାଙ୍କ ପାତ୍ର ସହେି ପଶୁର ସିଂହାସନ ଉପରେ ଢ଼ାଳିଲେ। ଏହାଦ୍ବାରା ପଶୁର ରାଜ୍ଯ ରେ ଅନ୍ଧକାର ଘୋଟିଗଲା। ଲୋକମାନେ ୟନ୍ତ୍ରଣା ରେ ଜିଭ କାମୁଡ଼ିଲେ।

Revelation 16:11
ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।

Revelation 21:4
ପରମେଶ୍ବର ସମାନଙ୍କେ ଆଖିରୁ ସମସ୍ତ ଲୁହ ପୋଛି ଦବେେ। ଆଉ ଅଧିକ ମୃତ୍ଯୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்