Base Word
πονηρία
Short Definitiondepravity, i.e., (specially), malice; plural (concretely) plots, sins
Long Definitiondepravity, iniquity, wickedness
Derivationfrom G4190
Same asG4190
International Phonetic Alphabetpo.neˈri.ɑ
IPA modpow.ne̞ˈri.ɑ
Syllableponēria
Dictionpoh-nay-REE-ah
Diction Modpoh-nay-REE-ah
Usageiniquity, wickedness

Matthew 22:18
କିନ୍ତୁ ଯୀଶୁ ସମାନଙ୍କେ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, ହେ କପଟୀଗଣ! ମାେତେ ଫାନ୍ଦ ରେ ପକାଇବାକୁ କାହିଁକି ଚେ଼ଷ୍ଟା କରୁଛ?

Mark 7:22
ବ୍ଯଭିଚାର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।

Luke 11:39
ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତ ରେ ତୁମ୍ଭମାନେେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା' ଦ୍ବାରା ପାଇଥିବା ଜିନିଷ ରେ ପରିପୂର୍ଣ୍ଣ କରିଛ।

Acts 3:26
ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।

Romans 1:29
ସହେି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ବାର୍ଥ ଓ ଘୃଣା ରେ ପରିପୂର୍ଣ୍ଣ ଥିଲେ। ସମାନେେ ହତ୍ଯା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚ଼ିନ୍ତା ରେ ବୁଡ଼ି ରହନ୍ତି।

1 Corinthians 5:8
ଅତଏବ, ଆସ ଆମ୍ଭମାନେେ ନିସ୍ତାର ପର୍ବର ରୋଟୀକୁ ଭୋଜନ କରିବା କିନ୍ତୁ ସହେି ପୁରୁଣା ଖମୀରୟୁକ୍ତ ରୋଟୀ ନୁହେଁ। ସହେି ପୁରୁଣା ଖମୀର ପାପ ଓ ମନ୍ଦର ଖମୀର। କିନ୍ତୁ ଆସ ସହେି ରୋଟୀ ଖାଇବା ଯେଉଁଥି ରେ ଖମୀର ମିଶା ହାଇେ ନ ଥାଏ। ଏହି ରୋଟୀ ଉତ୍ତମ ଓ ସତ୍ଯର ରୋଟୀ।

Ephesians 6:12
ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ ରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ ରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ ରେ ଆମ୍ଭେ ସଂଘର୍ଷ କରୁଛୁ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்