Base Word
πλήθω
Short Definitionto "fill" (literally or figuratively (imbue, influence, supply)); specially, to fulfil (time)
Long Definitionto fill
Derivationa prolonged form of a primary πλέω (which appears only as an alternate in certain tenses and in the reduplicated form πίμπλημι)
Same as
International Phonetic Alphabetˈple.θo
IPA modˈple̞.θow
Syllableplēthō
DictionPLAY-thoh
Diction ModPLAY-thoh
Usageaccomplish, full(...come), furnish

Matthew 22:10
ଚ଼ାକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସମାନେେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡ଼ାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ବାରା ପୁରିଗଲା।

Matthew 27:48
ସହେିକ୍ଷଣି ସହେି ଲୋକମାନଙ୍କ ମଧ୍ଯରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜଟିଏ ନଇେ ଆସିଲା। ତାକୁ ଅସ୍ଲରସ ରେ ବୁଡ଼ାଇ ଗୋଟିଏ ବାଡ଼ି ରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦଲୋ।

Luke 1:15
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।

Luke 1:23
ଜିଖରିୟଙ୍କ ସବୋକାର୍ୟ୍ଯର ସମୟ ଶଷେ ହାଇଯେିବା ପରେ ସେ ଘରକୁ ଫରେିଗଲେ।

Luke 1:41
ସରିୟମଙ୍କ ଅଭିବାଦନ ଶୁଣିବା ମାତ୍ ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ।

Luke 1:57
ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହବୋରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ।

Luke 1:67
ତା'ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ। ସେ ଭବିଷ୍ଯଦ୍ବାଣୀ କହିଲେ,

Luke 2:6
ୟୋ ସଫେ ଓ ମରିୟମ ବେଥ୍ଲହେିମ ରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା।

Luke 2:21
ଶିଶୁଟି ଆଠ ଦିନର ହବୋରୁ ତାର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭ ରେ ରହି ବଢିବା ପୂର୍ବରୁ ସ୍ବର୍ଗଦୂତ ତାହାଙ୍କୁ ଏହି ନାମ ଦଇେଥିଲେ।

Luke 2:22
ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଶୁଚି ହବୋର ସମୟ ଆସିଲା। ଏହାପରେ ୟୋ ସଫେ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ବରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ନଇେ ଆସିଲେ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்