Base Word
Πιλᾶτος
Literalarmed with a spear
Short Definitionclose-pressed, i.e., firm; Pilatus, a Roman
Long Definitionthe sixth Roman procurator of Judah and Samaria who ordered Christ to be crucified
Derivationof Latin origin
Same as
International Phonetic Alphabetpiˈlɑ.tos
IPA modpiˈlɑ.tows
Syllablepilatos
Dictionpee-LA-tose
Diction Modpee-LA-tose
UsagePilate

Matthew 27:2
ସମାନେେ ଯୀଶୁଙ୍କୁ ବନ୍ଧି ପକାଇଲେ। ତାପରେ ତାହାଙ୍କୁ ରାଜ୍ଯପାଳ ପୀଲାତଙ୍କ ପାଖକୁ ନଇଗେଲେ, ଓ ତାହାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦେଲେ।

Matthew 27:13
ତେଣୁ ପୀଲାତ ଯୀଶୁଙ୍କୁ ପଚାରିଲେ, ସମାନେେ ତୁମ୍ଭ ବିରୁଦ୍ଧ ରେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉନାହଁ?

Matthew 27:17
ତେଣୁ ଯେତବେେଳେ ସବୁଲୋକେ ଏକାଠି ଜମା ହେଲେ, ସେତବେେଳେ ପୀଲାତ ସମାନଙ୍କେୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ଯରୁ କାହାକୁ ମୁକ୍ତ କରିବାକୁ ଚାହୁଁଛ?

Matthew 27:22
ତା'ପରେ ପୀଲାତ ସମାନଙ୍କେୁ ପଚ଼ାରିଲେ, ତବେେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାୟାଏ ତାହାଙ୍କ ପ୍ରତି ମୁଁ କ'ଣ କରିବି?

Matthew 27:24
ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳଇବୋକୁ କିଛି କରିପାରିବେ ନାହିଁ ବରଂ ଲୋକେ ବଳକେୁ ବଳେ ଉତ୍ତଜେିତ ହାଇେ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, ଏ ଲୋକର ମୃତ୍ଯୁ ପାଇଁ ମୁଁ ତାଯୀ ନୁହେଁ। ତୁମ୍ଭମାନେେ କବଳେ ଏସବୁ କରୁଛ।

Matthew 27:58
ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ଯମାନଙ୍କୁ ଆଜ୍ଞା ଦଇେ କହିଲେ ଶରୀରକୁ ତାହାଙ୍କୁ ଦଇଦେିଅ।

Matthew 27:58
ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ଯମାନଙ୍କୁ ଆଜ୍ଞା ଦଇେ କହିଲେ ଶରୀରକୁ ତାହାଙ୍କୁ ଦଇଦେିଅ।

Matthew 27:62
ସହେି ଦିନଟି ପ୍ରସ୍ତୁତି ଦିବସ ଥିଲା, ସହେି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭଟେିଲେ।

Matthew 27:65
ପୀଲାତ ସମାନଙ୍କେୁ କହିଲେ, ତୁମ୍ଭେ ପହରା ପାଇଁ ସୈନ୍ଯ ନଇଯାେଇପାର। ତୁମ୍ଭେ ଯଭେଳି ଭଳ ଭାବୁଛ, ଯାଅ ଓ ସହେିପରି କବରସ୍ଥାନକୁ ପହରା ଦଇେ ନିରାପଦ ରେ ରଖ।

Mark 15:1
ସକାଳ ହବେ ମାତ୍ ରେ ପ୍ରଧାନ ଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ'ଣ ବିଚାର କରାୟିବ, ତାହା ସ୍ଥିର କଲେ। ସମାନେେ ଯୀଶୁଙ୍କୁ ବାନ୍ଧି ଶାସନ କର୍ତ୍ତା ପୀଲାତଙ୍କ ପାଖକୁ ନଇଗେଲେ ଓ ତାହାଙ୍କ ହାତ ରେ ସମର୍ପଣ କରି ଦେଲେ।

Occurences : 55

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்