Base Word
περίχωρος
Short Definitionaround the region, i.e., circumjacent (as noun, with G1093 implied vicinity)
Long Definitionlying round about, neighbouring
Derivationfrom G4012 and G5561
Same asG1093
International Phonetic Alphabetpɛˈri.xo.ros
IPA modpe̞ˈri.xow.rows
Syllableperichōros
Dictionpeh-REE-hoh-rose
Diction Modpay-REE-hoh-rose
Usagecountry (round) about, region (that lieth) round about

Matthew 3:5
ସେ ସମୟରେ ୟିରୂଶାଲମ,ସମଗ୍ର ୟିହୂଦା ରାଜ୍ଯ ଓ ୟର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳ ରେ ଥିବା ଲୋକେ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ।

Matthew 14:35
ସଠାେକାର ଲୋକେ ଚିହ୍ନିପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ।

Mark 1:28
ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।

Mark 6:55
ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।

Luke 3:3
ଯୋହନ ୟର୍ଦ୍ଦନ ନଦୀର ଚାରିପାଖଯାକ ସବୁଅଞ୍ଚଳ ରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସମାନେେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସମାନଙ୍କେର ପାପଗୁଡିକୁ କ୍ଷମା କରି ଦିଆୟିବ।

Luke 4:14
ପବିତ୍ର ଆତ୍ମାଙ୍କ ଦ୍ବାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫରେିଗଲେ। ଗାଲିଲୀର ଚାରିଆଡେ ଯୀଶୁଙ୍କ ବିଷୟ ରେ ଖବର ବ୍ଯାପିଗଲା।

Luke 4:37
ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।

Luke 7:17
ଯୀଶୁଙ୍କ ବିଷୟ ରେ ଏହି ଖବର ୟିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ପ୍ରଚାରିତ ହାଇଗେଲା।

Luke 8:37
ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସହେି ସ୍ଥାନରୁ ଚାଲିୟିବାପାଇଁ ଅନୁ ରୋଧ କଲେ। କାରଣ ସମାନେେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗା ରେ ବସି ଗାଲିଲୀ ଫରେିଗଲେ।

Acts 14:6
ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାଅନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଚ଼ାରିପାଖ ଅଞ୍ଚଳକୁ ଚ଼ାଲିଗଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்